ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ମଣ୍ଡପରେ ପିଟି ହେଲା ବାଇକ, ୩ ମୃତ

ଗୋପ : ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ମଣ୍ଡପରେ ପିଟି ହେଲା ବାଇକ । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ କୋଣାର୍କ – କାକଟପୁର ରାସ୍ତା ବଢ଼େଇଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟଛି । ୩ ଜଣ କୋଣାର୍କରୁ କାକଟପୁର ଅଭିମୁଖେ ଯିବା ବେଳେ ଭାରସାମ୍ୟ ହରାଇ ଏକ ମଣ୍ଡପରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ସମସ୍ତଙ୍କୁ କୋଣାର୍କ ଅଗ୍ନିଶମ ବିଭାଗ ଉଦ୍ଧାର କରି […] The post ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ମଣ୍ଡପରେ ପିଟି ହେଲା ବାଇକ, ୩ ମୃତ appeared first on KNews Odisha.

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ମଣ୍ଡପରେ ପିଟି ହେଲା ବାଇକ, ୩ ମୃତ
accident

ଗୋପ : ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ମଣ୍ଡପରେ ପିଟି ହେଲା ବାଇକ । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ କୋଣାର୍କ – କାକଟପୁର ରାସ୍ତା ବଢ଼େଇଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟଛି । ୩ ଜଣ କୋଣାର୍କରୁ କାକଟପୁର ଅଭିମୁଖେ ଯିବା ବେଳେ ଭାରସାମ୍ୟ ହରାଇ ଏକ ମଣ୍ଡପରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା।

ସମସ୍ତଙ୍କୁ କୋଣାର୍କ ଅଗ୍ନିଶମ ବିଭାଗ ଉଦ୍ଧାର କରି ଗୋପ ଡାକ୍ତରଖାନା ନେଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଛି । ସମସ୍ତ ଯୁବକଙ୍କ ବୟସ ୨୫ରୁ ୩୦ବର୍ଷ ବୟସ ହୋଇଥିବା ଜଣାପଡିଛି ।

 

 

ଆହୁରି ପଢ଼ନ୍ତୁ : ପଟ୍ଟାମୁଣ୍ଡାଇ ବଜାରରେ ବୁଲିଲା ଖଣ୍ଡା, ଭୟରେ ଥରହର ଲୋକେ

 

The post ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ମଣ୍ଡପରେ ପିଟି ହେଲା ବାଇକ, ୩ ମୃତ appeared first on KNews Odisha.