ଭାଲେଣ୍ଟାଇନ୍ ସପ୍ତାହରେ ଚମକିବ ଏହି ୫ ରାଶିର ଭାଗ୍ୟ, ଜାଣନ୍ତୁ ଏଥିରେ ଆପଣ…
ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଭାଲେଣ୍ଟାଇନ୍ ସପ୍ତାହ ପାଳନ କରାଯାଏ । ଏହି ସପ୍ତାହ ରୋଜ ଡେରୁ ଆରମ୍ଭ ହୋଇଥାଏ। ଯୁବବର୍ଗ ସେମାନଙ୍କ ପ୍ରେମିକା ପ୍ରେମିକଙ୍କୁ ଖୁସି କରିବାକୁ ନିଜର କୌଣସି ଉପୟା ଛାଡନ୍ତି ନାହିଁ। ଗୋଲାପ ମାଧ୍ୟମରେ ଆଜିର ଯୁବପିଢ଼ି ନିଜ ନିଜର ପାର୍ଟନରଙ୍କୁ ପ୍ରପୋଜ କରିଥା’ନ୍ତି। କାରଣ ପ୍ରେମର ପ୍ରତୀକ ହେଉଛି ଗୋଲାପ। ଏହା ସମସ୍ତଙ୍କୁ ଆକର୍ଷିତ କରିଥାଏ। ରୋଜ ଡେ’ରେ ପ୍ରେମୀଯୁଗଳ ନିଜ ମନକଥା ଗୋଲାପ ଜରିଆରେ ସାଥୀ ନିକଟରେ ପ୍ରକାଶ କରିଥାନ୍ତି। […] The post ଭାଲେଣ୍ଟାଇନ୍ ସପ୍ତାହରେ ଚମକିବ ଏହି ୫ ରାଶିର ଭାଗ୍ୟ, ଜାଣନ୍ତୁ ଏଥିରେ ଆପଣ… appeared first on Dharitri Odia News.
ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଭାଲେଣ୍ଟାଇନ୍ ସପ୍ତାହ ପାଳନ କରାଯାଏ । ଏହି ସପ୍ତାହ ରୋଜ ଡେରୁ ଆରମ୍ଭ ହୋଇଥାଏ। ଯୁବବର୍ଗ ସେମାନଙ୍କ ପ୍ରେମିକା ପ୍ରେମିକଙ୍କୁ ଖୁସି କରିବାକୁ ନିଜର କୌଣସି ଉପୟା ଛାଡନ୍ତି ନାହିଁ। ଗୋଲାପ ମାଧ୍ୟମରେ ଆଜିର ଯୁବପିଢ଼ି ନିଜ ନିଜର ପାର୍ଟନରଙ୍କୁ ପ୍ରପୋଜ କରିଥା’ନ୍ତି। କାରଣ ପ୍ରେମର ପ୍ରତୀକ ହେଉଛି ଗୋଲାପ। ଏହା ସମସ୍ତଙ୍କୁ ଆକର୍ଷିତ କରିଥାଏ। ରୋଜ ଡେ’ରେ ପ୍ରେମୀଯୁଗଳ ନିଜ ମନକଥା ଗୋଲାପ ଜରିଆରେ ସାଥୀ ନିକଟରେ ପ୍ରକାଶ କରିଥାନ୍ତି।
ତେବେ ଭାଲେଣ୍ଟାଇନ୍ ସପ୍ତାହରେ କେତେଗୁଡିଏ ରାଶିର ଭାଗ୍ୟ ଚମକିବ
ଜ୍ୟୋତିଷ ସାସ୍ତ୍ର ଅନୁଯାୟୀ,
ମେଷ: ଏହି ରାଶିର ଲୋକମାନେ ଶୁଭ ଫଳାଫଳ ପାଇବେ। ସେମାନେ ଏହି ସପ୍ତାହରେ ବହୁତ ଟଙ୍କା ରୋଜଗାର କରିପାରିବେ। ଏବଂ ପାରିବାରିକ ଜୀବନ ସୁଖମୟ ହେବ ।
ବୃଷ: ଚାକିରି କରୁଥିବା ଲୋକମାନେ ଏକ ଉଚ୍ଚ ପଦବୀ ପାଇପାରିବେ। ଛାତ୍ରମାନେ ସଫଳତା ପାଇପାରିବେ। ଯାତ୍ରା କରିବାର ସମ୍ଭାବନା ଅଛି ।
ତୁଳା : ଏହି ରାଣିର ବ୍ୟକ୍ତିଙ୍କ ଆୟର ଉତ୍ସ ବୃଦ୍ଧି ପାଇବ ଏବଂ ଟଙ୍କା ସମ୍ବନ୍ଧୀୟ ଚିନ୍ତା ହ୍ରାସ ପାଇବ। ପାରିବାରିକ ପରିବେଶ ଭଲ ରହିବ ।
ବିଛା କାର୍ଯ୍ୟରେ ସଫଳତା ମିଳିବ। ଚାକିରିରେ ପଦୋନ୍ନତି ପାଇବେ।
ମୀନ: ବ୍ୟବସାୟୀଙ୍କୁ ଲାଭ ମିଳିବା ସମ୍ଭାବନା ରହିଛି। ପିଲାମାନଙ୍କଠାରୁ ସମର୍ଥନ ପାଇବେ। ଯାତ୍ରା କରିବାର ସମ୍ଭାବନା ସହ ଟଙ୍କା ହାସଲ ହୋଇପାରେ।
The post ଭାଲେଣ୍ଟାଇନ୍ ସପ୍ତାହରେ ଚମକିବ ଏହି ୫ ରାଶିର ଭାଗ୍ୟ, ଜାଣନ୍ତୁ ଏଥିରେ ଆପଣ… appeared first on Dharitri Odia News.