ଭିଏସଏସ୍ ନଗରରେ ଅଘଟଣ, ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ
ଭୁବନେଶ୍ବର: ସହିଦନଗର ଥାନା ଭିଏସଏସ୍ ନଗରରେ ଅଘଟଣ। ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ। ବେକରେ ରଶି ଲଗାଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ। ଘର ଭିତର ବନ୍ଦ ଥିବାରୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି ପୋଲିସ। ବାଦାମବାଡ଼ି ଛକ ପୋଷ୍ଟ ଅଫିସ ନିକଟରେ ଥିବା ବିଲ୍ଡିଂରୁ ମିଳିଛି ମୃତଦେହ। ଘଟଣାସ୍ଥଳରେ ଛାନବିନ ଚଳାଇଛି ସହିଦନଗର ଥାନା ପୋଲିସ। ପ୍ରେମ ପାଇଁ ଆତ୍ମହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଥାନାଧିକାରୀ। ପାରିପାର୍ଶ୍ବିକ […]

ଭୁବନେଶ୍ବର: ସହିଦନଗର ଥାନା ଭିଏସଏସ୍ ନଗରରେ ଅଘଟଣ। ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ। ବେକରେ ରଶି ଲଗାଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ। ଘର ଭିତର ବନ୍ଦ ଥିବାରୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି ପୋଲିସ। ବାଦାମବାଡ଼ି ଛକ ପୋଷ୍ଟ ଅଫିସ ନିକଟରେ ଥିବା ବିଲ୍ଡିଂରୁ ମିଳିଛି ମୃତଦେହ। ଘଟଣାସ୍ଥଳରେ ଛାନବିନ ଚଳାଇଛି ସହିଦନଗର ଥାନା ପୋଲିସ। ପ୍ରେମ ପାଇଁ ଆତ୍ମହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଥାନାଧିକାରୀ। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି କହିଛନ୍ତି ସହିଦନଗର ଆଇଆଇସି ଅଶୋକ ନାୟକ।