ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ସବରେଜିଷ୍ଟ୍ରାର ଅଫିସରୁ ପାଖାପାଖି ୧୫ ଲକ୍ଷ ଜବତ

ଭୁବନେଶ୍ଵର :  ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଲାଞ୍ଚ ଘଟଣାରେ ରେଡ ବେଳେ ପଦାକୁ ଆସିଲା ଦୁର୍ନୀତିର ବଡ଼ ପେଡ଼ି । ସବ ରେଜିଷ୍ଟ୍ରାର ଅଫିସରୁ ମିଳିଲା ୧୫ ଲକ୍ଷ ୮ ହଜାର ୫୫୦ ଟଙ୍କା ।  ଭୁବନେଶ୍ୱର ଖଣ୍ଡଗିରି ସବ ରେଜିଷ୍ଟ୍ରାର ଅଫିସରୁ ମିଳିଲା ଏହି ଟଙ୍କା ।  ଲାଞ୍ଚ ଆକାରରେ ଏହି ଟଙ୍କା ଆଦାୟ ହୋଇଥିବା ଜବତ ହୋଇଛି ।  ଏହି ଘଟଣାରେ ଆଇଜିଆର ଅଫିସର ବରିଷ୍ଠ ଅଧିକାରୀଙ୍କ ସହାୟତା ଲୋଡ଼ିଲା […] The post ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ସବରେଜିଷ୍ଟ୍ରାର ଅଫିସରୁ ପାଖାପାଖି ୧୫ ଲକ୍ଷ ଜବତ appeared first on KNews Odisha.

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ସବରେଜିଷ୍ଟ୍ରାର ଅଫିସରୁ ପାଖାପାଖି ୧୫ ଲକ୍ଷ ଜବତ
clrk.

ଭୁବନେଶ୍ଵର :  ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଲାଞ୍ଚ ଘଟଣାରେ ରେଡ ବେଳେ ପଦାକୁ ଆସିଲା ଦୁର୍ନୀତିର ବଡ଼ ପେଡ଼ି । ସବ ରେଜିଷ୍ଟ୍ରାର ଅଫିସରୁ ମିଳିଲା ୧୫ ଲକ୍ଷ ୮ ହଜାର ୫୫୦ ଟଙ୍କା ।  ଭୁବନେଶ୍ୱର ଖଣ୍ଡଗିରି ସବ ରେଜିଷ୍ଟ୍ରାର ଅଫିସରୁ ମିଳିଲା ଏହି ଟଙ୍କା ।  ଲାଞ୍ଚ ଆକାରରେ ଏହି ଟଙ୍କା ଆଦାୟ ହୋଇଥିବା ଜବତ ହୋଇଛି ।  ଏହି ଘଟଣାରେ ଆଇଜିଆର ଅଫିସର ବରିଷ୍ଠ ଅଧିକାରୀଙ୍କ ସହାୟତା ଲୋଡ଼ିଲା ଭିଜିଲାନ୍ସ । ଭୁବନେଶ୍ୱର ଖଣ୍ଡଗିରି ସବ ରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଥିଲା ଭିଜିଲାନ୍ସ ।  କନିଷ୍ଠ କିରାଣୀ ଦେବଜାନୀ କର ଲାଂଚ ନେବାବେଳେ ଧରିଥିଲା ଭିଜିଲାନ୍ସ।

The post ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ସବରେଜିଷ୍ଟ୍ରାର ଅଫିସରୁ ପାଖାପାଖି ୧୫ ଲକ୍ଷ ଜବତ appeared first on KNews Odisha.