ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଆରଆଇ ଓ ପିଅନ, ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଆରଆଇ ଓ ପିଅନ । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ  । ମୁଲ୍ୟବାନ ଜମି କିସମ ପରିବର୍ତ୍ତନ ପାଇଁ ପିଅନ ବଳରାମ ନାଏକ ମାଧ୍ୟମରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆରଆଇ ବରୁଣ ଜେନା  । ଉଭୟଙ୍କୁ ଅଟକ ରଖି ଢେଙ୍କାନାଳ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଧିକ ଯାଞ୍ଚ କରୁଛି ଟିମ୍ । ଢେଙ୍କାନାଳ ସହରର ମହିଷାପାଟ ଅଂଚଳର ମହେଶ୍ୱର ସାମଲ […] The post ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଆରଆଇ ଓ ପିଅନ, ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ appeared first on KNews Odisha.

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଆରଆଇ ଓ ପିଅନ, ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ
RI

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଆରଆଇ ଓ ପିଅନ । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ  । ମୁଲ୍ୟବାନ ଜମି କିସମ ପରିବର୍ତ୍ତନ ପାଇଁ ପିଅନ ବଳରାମ ନାଏକ ମାଧ୍ୟମରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆରଆଇ ବରୁଣ ଜେନା  । ଉଭୟଙ୍କୁ ଅଟକ ରଖି ଢେଙ୍କାନାଳ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଧିକ ଯାଞ୍ଚ କରୁଛି ଟିମ୍ । ଢେଙ୍କାନାଳ ସହରର ମହିଷାପାଟ ଅଂଚଳର ମହେଶ୍ୱର ସାମଲ ନାମକ ଜଣେ ବ୍ୟକ୍ତିଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ଟଙ୍କା ଲାଞ୍ଚ ମାଗିଥିଲେ  ।  ଏନେଇ ଢେଙ୍କାନାଳ ଭିଜିଲାନ୍ସ ବିଭାଗର ଅଭିଯୋଗ କରିଥିଲେ ମହେଶ୍ୱର ।  ଆରଆଇ ବରୁଣ ଜେନାଙ୍କ ହାଟ ରୋଡ଼ ସ୍ଥିତ ଘର , କାର୍ଯ୍ୟାଳୟ ଚଢ଼ାଉ କରିଛିି ଭିଜିଲାନ୍ସ ଟିମ୍  ।

The post ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଆରଆଇ ଓ ପିଅନ, ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ appeared first on KNews Odisha.