ଭିଜିଲାନ୍ସ ଜାଲରେ ଦୁଇ ପୁଲିସ ଅଧିକାରୀ
ନବରଙ୍ଗପୁର: ନବରଙ୍ଗପୁର ଭିଜିଲାନ୍ସ ପଞ୍ଝାରେ ଦୁଇ ପୁଲିସ ଅଧିକାରୀ। ଜବତ ବାଇକ ମୁକୁଳାଇବା ବାବଦରେ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ । ପାପଡାହାଣ୍ଡି ASI ଶିବ ପ୍ରସାଦ ଦଳେଇ ଲାଞ୍ଚ ମାଗିଥିବାବେଳେ ଅନ୍ୟଜଣେ PSI ( Probationary Sub-Inspector of Police) ରଘୁନାଥ ହାଜଦା ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।