ଭିଜିଲାନ୍ସ ପଞ୍ଝାରେ ନୀଳଗିରି ଡେପୁଟି କଲେକ୍ଟର, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ଚଢାଉ

ନୀଳଗିରି ୧୪।୮: ଭିଜିଲାନ୍ସ ପଞ୍ଝାରେ ନୀଳଗିରି ଡେପୁଟି କଲେକ୍ଟର । ବାଲେଶ୍ବର ଜିଲ୍ଲା ନୀଳଗିରି ଡେପୁଟି କଲେକ୍ଟର ପରିକ୍ଷୀତ ଜେନାଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢାଉ । ନୀଳଗିରି ବାଳିଗୋହିରୀ ସ୍ଥିତ ଭଡା ଘରେ ଚଢାଉ ଚାଲିଥିବା ବେଳେ ଭଦ୍ରକ ସ୍ଥିତ ନିଜସ୍ୱ ଘର, ମୟୁରଭଞ୍ଜରେ ବି ରେଡ଼ ଚାଲିଥିବାର ସୂଚନା ରହିଛି । ଏକକାଳୀନ ୧୨ଟି ସ୍ଥାନରେ ଜାରି ରହିଛି ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଚାଲିଛି ।ଏହି ଭିଜିଲାନ୍ସ ଚଢାଉରେ ୮ ଜଣିଆ ଟିମ୍ ସାମିଲ ରହିଛନ୍ତି । ଚଢାଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଖୋଜୁଛି ଟିମ୍ । ଦୁଇ ଜଣ ଡିଏସପି, ଜଣେ ଇନ୍ସପେକ୍ଟର, ୨ ଜଣ ଏଏସଆଇ ସାମିଲ ଅଛନ୍ତି । You Can Read:ପଶ୍ଚିମବଙ୍ଗରେ ଅଟକ ଥିଲେ ଓଡ଼ିଆ, ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଘରେ ସୁରକ୍ଷିତ ପହଞ୍ଚିଲେ 

ଭିଜିଲାନ୍ସ ପଞ୍ଝାରେ ନୀଳଗିରି ଡେପୁଟି କଲେକ୍ଟର, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ଚଢାଉ

ନୀଳଗିରି ୧୪: ଭିଜିଲାନ୍ସ ପଞ୍ଝାରେ ନୀଳଗିରି ଡେପୁଟି କଲେକ୍ଟର । ବାଲେଶ୍ବର ଜିଲ୍ଲା ନୀଳଗିରି ଡେପୁଟି କଲେକ୍ଟର ପରିକ୍ଷୀତ ଜେନାଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢାଉ । ନୀଳଗିରି ବାଳିଗୋହିରୀ ସ୍ଥିତ ଭଡା ଘରେ ଚଢାଉ ଚାଲିଥିବା ବେଳେ ଭଦ୍ରକ ସ୍ଥିତ ନିଜସ୍ୱ ଘର, ମୟୁରଭଞ୍ଜରେ ବି ରେଡ଼ ଚାଲିଥିବାର ସୂଚନା ରହିଛି । ଏକକାଳୀନ ୧୨ଟି ସ୍ଥାନରେ ଜାରି ରହିଛି ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଚାଲିଛି ।

ଏହି ଭିଜିଲାନ୍ସ ଚଢାଉରେ ୮ ଜଣିଆ ଟିମ୍ ସାମିଲ ରହିଛନ୍ତି । ଚଢାଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଖୋଜୁଛି ଟିମ୍ । ଦୁଇ ଜଣ ଡିଏସପି, ଜଣେ ଇନ୍ସପେକ୍ଟର, ୨ ଜଣ ଏଏସଆଇ ସାମିଲ ଅଛନ୍ତି । 

You Can Read:

ପଶ୍ଚିମବଙ୍ଗରେ ଅଟକ ଥିଲେ ଓଡ଼ିଆ, ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଘରେ ସୁରକ୍ଷିତ ପହଞ୍ଚିଲେ