ଭିଜିଲାନ୍ସ ହାବୁଡ଼ରେ ସହିଦ ନଗର ଥାନା ଏସଆଇ
ଭୁବନେଶ୍ବର: ଲାଞ୍ଚ ନେଉଥିଲେ ସବ୍ ଇନ୍ସପେକ୍ଟର। ଏବେ ପଡ଼ିଲେ ଭିଜିଲାନ୍ସ ଜାଲରେ।ସବ୍ ଇନ୍ସପେକ୍ଟରଙ୍କ ଲାଞ୍ଚ ନେବା ଘଟଣା କୋଉ ଉପାନ୍ତ ଅଞ୍ଚଳ ନୁହେଁ କି’ କୋଉ ଗ୍ରାମାଞ୍ଚଳରେ ନୁହେଁ। ବରଂ ଖୋଦ୍ ରାଜଧାନୀ ଛାତି ଉପରେ ଥିବା ସହିଦ୍ ନଗର ଥାନାର। ଲାଞ୍ଚ ନେଇଥିବା ଏସଆଇ ହେଉଛନ୍ତି ସହିଦ ନଗର ଥାନା ସବ୍ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ। ସୂଚନା ଅନୁଯାୟୀ, ପ୍ରିୟବତ ଏକ ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ୍ ମାମଲାରେ ଜବତ ଗାଡ଼ିକୁ ଛାଡିବା ଲାଞ୍ଚ ନେଉଥିଲେ ପ୍ରିୟବ୍ରତ। ଆଉ ଶନିବାର ଥାନା ପରିସରରେ ଏହି ଲାଞ୍ଚ କାରବାର ହେଉଥିବା ସମୟରେ ହିଁ ପ୍ରିୟବ୍ରତ ପ୍ରଧାନଙ୍କୁ ଧରିଥିଲା ଭିଜିଲାନ୍ସ।
ଭୁବନେଶ୍ବର: ଲାଞ୍ଚ ନେଉଥିଲେ ସବ୍ ଇନ୍ସପେକ୍ଟର। ଏବେ ପଡ଼ିଲେ ଭିଜିଲାନ୍ସ ଜାଲରେ।ସବ୍ ଇନ୍ସପେକ୍ଟରଙ୍କ ଲାଞ୍ଚ ନେବା ଘଟଣା କୋଉ ଉପାନ୍ତ ଅଞ୍ଚଳ ନୁହେଁ କି’ କୋଉ ଗ୍ରାମାଞ୍ଚଳରେ ନୁହେଁ। ବରଂ ଖୋଦ୍ ରାଜଧାନୀ ଛାତି ଉପରେ ଥିବା ସହିଦ୍ ନଗର ଥାନାର। ଲାଞ୍ଚ ନେଇଥିବା ଏସଆଇ ହେଉଛନ୍ତି ସହିଦ ନଗର ଥାନା ସବ୍ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ।
ସୂଚନା ଅନୁଯାୟୀ, ପ୍ରିୟବତ ଏକ ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ୍ ମାମଲାରେ ଜବତ ଗାଡ଼ିକୁ ଛାଡିବା ଲାଞ୍ଚ ନେଉଥିଲେ ପ୍ରିୟବ୍ରତ। ଆଉ ଶନିବାର ଥାନା ପରିସରରେ ଏହି ଲାଞ୍ଚ କାରବାର ହେଉଥିବା ସମୟରେ ହିଁ ପ୍ରିୟବ୍ରତ ପ୍ରଧାନଙ୍କୁ ଧରିଥିଲା ଭିଜିଲାନ୍ସ।