ଭିତରକନିକା କୁମ୍ଭୀରିଆ ନଦୀରେ ଫସିଲା ପର୍ଯ୍ୟଟକ ବୋଟ୍: ଦୁଇଟି ବୋଟରେ ଅଛନ୍ତି ୪୦ରୁ ଅଧିକ ପର୍ଯ୍ୟଟକ

କନକ ବ୍ୟୁରୋ: ଭିତରକନିକା କୁମ୍ଭୀରିଆ ନଦୀ ମଧ୍ୟରେ ଫସିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଦୁଇଟି ବୋଟ । ବୋଟରେ ଅଛନ୍ତି ପ୍ରାୟ ୪୦ ଜଣ ପର୍ଯ୍ୟଟକ । ଫସିଥିବା ବୋଟ କୁ ଉଦ୍ଧାର କରିବା ପାଇଁ ବନ ବିଭାଗର ଉଦ୍ୟମ ଜାରି । ମା ମଙ୍ଗଳା ଓ ମା ଗୁପ୍ତଚଣ୍ଡୀ ଦୁଇଟି ଘରୋଇ ବୋଟ ରେ ପର୍ଯ୍ୟଟକ ଯାଇଥିଲେ ଭିତକନିକା ବୁଲିବା ପାଇଁ । ବୋଟ ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ନଦୀ ମଝିରେ ଫସିଛନ୍ତି ପର୍ଯ୍ୟଟକ ।