ଭିନ୍ନ ଅବତାରରେ ଟ୍ରମ୍ପ, ପ୍ରସ୍ତୁତ କଲେ McDonald ଫ୍ରେଞ୍ଚ ଫ୍ରାଇଜ

ପେନସିଲଭାନିଆ,୨୧।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ସେଠାରେ ଭିନ୍ନ ଭିନ୍ନ ନିର୍ବାଚନ କୌଶଳ ମଧ୍ୟ ଗ୍ରହଣ କରାଯାଉଛି। ଏବେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଫିଲାଡେଲଫିଆରେ ଏକ ଭିନ୍ନ ଢଙ୍ଗରେ ପ୍ରଚାର କରିଛନ୍ତି। ସୂଚନାଯୋଗ୍ୟ, ଗତ ରବିବାର ଆମେରିକାରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ହଠାତ୍‌ ଫିଲାଡେଲଫିଆରେ ମ୍ୟାକଡୋନାଲ୍ଡଙ୍କ ଫ୍ରାଞ୍ଚାଇଜରେ ପହଞ୍ଚିଥିବାବେଳେ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଆଟଲାଣ୍ଟାରେ ପୂଜାରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଗତ […] The post ଭିନ୍ନ ଅବତାରରେ ଟ୍ରମ୍ପ, ପ୍ରସ୍ତୁତ କଲେ McDonald ଫ୍ରେଞ୍ଚ ଫ୍ରାଇଜ appeared first on Dharitri Odia News.

ଭିନ୍ନ ଅବତାରରେ ଟ୍ରମ୍ପ, ପ୍ରସ୍ତୁତ କଲେ McDonald ଫ୍ରେଞ୍ଚ ଫ୍ରାଇଜ

ପେନସିଲଭାନିଆ,୨୧।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ସେଠାରେ ଭିନ୍ନ ଭିନ୍ନ ନିର୍ବାଚନ କୌଶଳ ମଧ୍ୟ ଗ୍ରହଣ କରାଯାଉଛି। ଏବେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଫିଲାଡେଲଫିଆରେ ଏକ ଭିନ୍ନ ଢଙ୍ଗରେ ପ୍ରଚାର କରିଛନ୍ତି।
ସୂଚନାଯୋଗ୍ୟ, ଗତ ରବିବାର ଆମେରିକାରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ହଠାତ୍‌ ଫିଲାଡେଲଫିଆରେ ମ୍ୟାକଡୋନାଲ୍ଡଙ୍କ ଫ୍ରାଞ୍ଚାଇଜରେ ପହଞ୍ଚିଥିବାବେଳେ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଆଟଲାଣ୍ଟାରେ ପୂଜାରେ ଅଂଶଗ୍ରହଣ କରିଥିଲେ।

ସେ ଧଳା ସାର୍ଟ ଏବଂ ନାଲି ରଙ୍ଗର ଟାଇ ଉପରେ କଳା ଏବଂ ହଳଦିଆ ଆଫ୍ରୋନ ପିନ୍ଧି ଆଳୁ ଭଜା କରୁଥିଲେ। ଏହା ପରେ ଟ୍ରମ୍ପ ମଧ୍ୟ ତାଙ୍କର କିଛି ସମର୍ଥକଙ୍କୁ ଫିଲାଡେଲଫିଆ ବାହାରେ ଏକ ମ୍ୟାକଡୋନାଲ୍ଡ ଫ୍ରାଞ୍ଚାଇଜର ଡ୍ରାଇଭ-ଥ୍ରୁ ୱିଣ୍ଡୋରୁ ଫ୍ରି ଦେଉଥିବା ଦେଖିବାକୁ ମିଳିଥିଲା।
ଏହି ଅବସରରେ ଟ୍ରମ୍ପ କହିଛନ୍ତି, ମୋତେ ଏହି କାମ ଭଲ ଲାଗେ। ମୁଁ ଏଠାରେ ବହୁତ ମଜା କରୁଛି। ସେ ତାଙ୍କ ଅଫିସିଆଲ ଏକ୍ସ (ପୂର୍ବରୁ ଟୁଇଟର) ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ କହିଛନ୍ତି ଯେ ମୁଁ ସବୁବେଳେ ମ୍ୟାକଡୋନାଲ୍ଡରେ କାମ କରିବାକୁ ଚାହୁଁଥିଲି।

The post ଭିନ୍ନ ଅବତାରରେ ଟ୍ରମ୍ପ, ପ୍ରସ୍ତୁତ କଲେ McDonald ଫ୍ରେଞ୍ଚ ଫ୍ରାଇଜ appeared first on Dharitri Odia News.