ଭୀମକୁଣ୍ଡରେ ଅଘଟଣ, ଗାଧୋଇବା ବେଳେ ଭାସିଯାଇ ଯୁବକ ନିଖୋଜ

ପାଟଣା ୨୬।୧: କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡରେ ପୁଣି ଅଘଟଣ । ଭୀମକୁଣ୍ଡକୁ ବୁଲିବାକୁ ଆସି ଗାଧୋଇବା ବେଳେ ଗଭୀର ଗଣ୍ଡରେ ବୁଡି ଜଣ ଯୁବକ ନିଖୋଜ ହୋଇ ଯାଇଛନ୍ତି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ସ୍ଥିତ ଏକ କମ୍ପାନୀ ତରଫରୁ ଭୀମକୁଣ୍ଡକୁ ବୁଲିବା ପାଇଁ ଆସିଥିଲେ । ଜଗତସିଂହପୁର ଜିଲ୍ଲାର ସତ୍ୟଜିତ ଦାସ ନାମକ ଜଣେ ଯୁବକ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ । ହଠାତ ପାଣି ସ୍ରୋତରେ ସେ ଭାସି ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଯୁବକ ଜଣଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛନ୍ତି।You Can Read:ସଂରକ୍ଷିତ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ

ଭୀମକୁଣ୍ଡରେ ଅଘଟଣ, ଗାଧୋଇବା ବେଳେ ଭାସିଯାଇ ଯୁବକ ନିଖୋଜ

ପାଟଣା ୧: କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡରେ ପୁଣି ଅଘଟଣ । ଭୀମକୁଣ୍ଡକୁ ବୁଲିବାକୁ ଆସି ଗାଧୋଇବା ବେଳେ ଗଭୀର ଗଣ୍ଡରେ ବୁଡି ଜଣ ଯୁବକ ନିଖୋଜ ହୋଇ ଯାଇଛନ୍ତି । 

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ସ୍ଥିତ ଏକ କମ୍ପାନୀ ତରଫରୁ ଭୀମକୁଣ୍ଡକୁ ବୁଲିବା ପାଇଁ ଆସିଥିଲେ । ଜଗତସିଂହପୁର ଜିଲ୍ଲାର ସତ୍ୟଜିତ ଦାସ ନାମକ ଜଣେ ଯୁବକ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ । ହଠାତ ପାଣି ସ୍ରୋତରେ ସେ ଭାସି ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଯୁବକ ଜଣଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛନ୍ତି।

You Can Read:

ସଂରକ୍ଷିତ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ