ଭୀଷଣ ରୂପ ନେଇ ମାଡି ଆସୁଛି ବାତ୍ୟା: ଅଧରାତିରେ ଲ୍ୟାଣ୍ଡଫଲ ସହ ପ୍ରଳୟ ରଚିବ ଦାନା

କନକ ବ୍ୟୁରୋ: ଦାନା ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଉପକୂଳରେ ମାଡ  କରିବ । ଅର୍ଥାତ୍ ରାତି ଅଧରେ ପ୍ରଳୟ ରଚିବ ବାତ୍ୟା ଦାନା । ଏହାକୁ ନେଇ ଆମେ ଆପଣଙ୍କୁ ଅପଡେଟ୍ ଦେବୁ ।  କିନ୍ତୁ ତା ପୂର୍ବରୁ ଦେଖିନେବା ଆଜି ଦିନସାରା କଣ ଘଟିଛି  । ଦାନା କେଉଁଠି ଅଛି । କେଉଁ ଜିଲ୍ଲାରେ ମାଡ ହେବ, କିଏ ଅଧିକ ପ୍ରଭାବିତ ହେବ   ଅଧ ରାତିରେ ପ୍ରଳୟ!ପାହାନ୍ତାରେ 'ଦାନା' ୨ଟା୩୦ର ଭୀଷଣ ବାତ୍ୟାରେ ପରିଣତ ହୋଇଥିଲାବର୍ତ୍ତମାନ ଏହା ଓଡିଶା ଉପକୂଳର ନିକଟବର୍ତ୍ତୀ ହେଉଛିଭୀଷଣ ବାତ୍ୟା 'ଦାନା' ଉପକୂଳକୁ ମାଡିଆସୁଛି ପାରାଦ୍ବୀପର ଉପକୂଳଠାରୁ ୧୫୦ କିଲୋମିଟର ଦୂରରେ ରହିଛିଘଂଟାପ୍ରତି ବାତ୍ୟା ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମୁହାଁଉଛିଆଜି ମଧ୍ୟରାତ୍ରିରୁ ସକାଳ ମଧ୍ୟରେ 'ଦାନା'ର ଲ୍ୟାଣ୍ଡଫଲଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିପାରେ୧୧ଜିଲ୍ଲା, ୬୦ ବ୍ଲକ ଓ ୨ ହଜାରରୁ ଅଧିକ ଗାଁ ପ୍ରଭାବିତ  ହେବା ଆଶଙ୍କା ସମ୍ଭାବନାବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଅଧିକ ପ୍ରଭାବିତ ହେବା ଆଶଙ୍କାକାଲି ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୀଷଣ ରୂପ ନେଇ ମାଡି ଆସୁଛି ବାତ୍ୟା: ଅଧରାତିରେ ଲ୍ୟାଣ୍ଡଫଲ ସହ ପ୍ରଳୟ ରଚିବ ଦାନା

କନକ ବ୍ୟୁରୋ: ଦାନା ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଉପକୂଳରେ ମାଡ  କରିବ । ଅର୍ଥାତ୍ ରାତି ଅଧରେ ପ୍ରଳୟ ରଚିବ ବାତ୍ୟା ଦାନା । ଏହାକୁ ନେଇ ଆମେ ଆପଣଙ୍କୁ ଅପଡେଟ୍ ଦେବୁ ।  କିନ୍ତୁ ତା ପୂର୍ବରୁ ଦେଖିନେବା ଆଜି ଦିନସାରା କଣ ଘଟିଛି  । ଦାନା କେଉଁଠି ଅଛି । କେଉଁ ଜିଲ୍ଲାରେ ମାଡ ହେବ, କିଏ ଅଧିକ ପ୍ରଭାବିତ ହେବ  

ଅଧ ରାତିରେ ପ୍ରଳୟ!
ପାହାନ୍ତାରେ 'ଦାନା' ୨ଟା୩୦ର ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା
ବର୍ତ୍ତମାନ ଏହା ଓଡିଶା ଉପକୂଳର ନିକଟବର୍ତ୍ତୀ ହେଉଛି
ଭୀଷଣ ବାତ୍ୟା 'ଦାନା' ଉପକୂଳକୁ ମାଡିଆସୁଛି 
ପାରାଦ୍ବୀପର ଉପକୂଳଠାରୁ ୧୫୦ କିଲୋମିଟର ଦୂରରେ ରହିଛି
ଘଂଟାପ୍ରତି ବାତ୍ୟା ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମୁହାଁଉଛି
ଆଜି ମଧ୍ୟରାତ୍ରିରୁ ସକାଳ ମଧ୍ୟରେ 'ଦାନା'ର ଲ୍ୟାଣ୍ଡଫଲ
ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିପାରେ
୧୧ଜିଲ୍ଲା, ୬୦ ବ୍ଲକ ଓ ୨ ହଜାରରୁ ଅଧିକ ଗାଁ ପ୍ରଭାବିତ  ହେବା ଆଶଙ୍କା ସମ୍ଭାବନା
ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଅଧିକ ପ୍ରଭାବିତ ହେବା ଆଶଙ୍କା
କାଲି ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା