ଭୁବନେଶ୍ବର ଉପକଣ୍ଠରେ ହେବ ସ୍ପୋର୍ଟସ ଭ୍ୟାଲି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସ୍ଥାପନ ହେବ ଭିତ୍ତିପ୍ରସ୍ତର

କଟକ ୧।୯: ଓଡିଶାରେ ହେବ ସ୍ପୋର୍ଟସ ଭ୍ୟାଲି । ଭୁବନେଶ୍ବର ଉପକଣ୍ଠରେ ଏହି ସ୍ପୋର୍ଟସ ଭ୍ୟାଲି କରିବାକୁ ସରକାର କାର୍ଯ୍ଯ ଆରମ୍ଭ କରିଛନ୍ତି । ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ବର ଗସ୍ତ ସମୟରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏହି ସ୍ପୋର୍ଟସ ଭ୍ୟାଲିରେ ସମସ୍ତ ପାରମ୍ପାରିକ କ୍ରିଡା କାର୍ଯ୍ଯ କରାଯିବା ପାଇଁ ସରକାର ପରିକଳ୍ପନା କରିଥିବା ରାଜ୍ଯ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।You Can Read:ଓଡିଶାକୁ ଆଳୁ ଗାଡି ଛାଡୁନି ପଶ୍ଚିମବଙ୍ଗ ପୋଲିସ, ସୀମାନ୍ତରେ ଓଡିଶା ବ୍ୟବସାୟୀଙ୍କ ପ୍ରତିବାଦ

ଭୁବନେଶ୍ବର ଉପକଣ୍ଠରେ ହେବ ସ୍ପୋର୍ଟସ ଭ୍ୟାଲି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସ୍ଥାପନ ହେବ ଭିତ୍ତିପ୍ରସ୍ତର

କଟକ ୧।୯: ଓଡିଶାରେ ହେବ ସ୍ପୋର୍ଟସ ଭ୍ୟାଲି । ଭୁବନେଶ୍ବର ଉପକଣ୍ଠରେ ଏହି ସ୍ପୋର୍ଟସ ଭ୍ୟାଲି କରିବାକୁ ସରକାର କାର୍ଯ୍ଯ ଆରମ୍ଭ କରିଛନ୍ତି । ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ବର ଗସ୍ତ ସମୟରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏହି ସ୍ପୋର୍ଟସ ଭ୍ୟାଲିରେ ସମସ୍ତ ପାରମ୍ପାରିକ କ୍ରିଡା କାର୍ଯ୍ଯ କରାଯିବା ପାଇଁ ସରକାର ପରିକଳ୍ପନା କରିଥିବା ରାଜ୍ଯ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।

You Can Read:

ଓଡିଶାକୁ ଆଳୁ ଗାଡି ଛାଡୁନି ପଶ୍ଚିମବଙ୍ଗ ପୋଲିସ, ସୀମାନ୍ତରେ ଓଡିଶା ବ୍ୟବସାୟୀଙ୍କ ପ୍ରତିବାଦ