ଭୁବନେଶ୍ବର ହିଟ୍ ଆଣ୍ଡ ରନ: କେଶୁରା ଜଗନ୍ନାଥ ମନ୍ଦିର ନିକଟରେ ଦୁର୍ଘଟଣା, ବାଇକକୁ ଧକ୍କା ଦେଇ ଚାଲିଗଲା କାର

କନକ ବ୍ୟୁରୋ: ଭୁବନେଶ୍ବରରେ ହିଟ୍ ଆଣ୍ଡ ରନ୍ । ବାଇକକୁ ଧକ୍କା ଦେଲା କାର। ରଙ୍ଗ ସାଇଡରେ ଆସି ଧକ୍କା ଦେଲା କାର । ସିସିଟିଭିରେ କଏଦ ହୋଇଛି ଦୁର୍ଘଟଣା ବେଳର ଦୃଶ୍ୟ । ଏଥିରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏକ କାର ରଙ୍ଗ ସାଇଡର ଦ୍ରୁତ ଗତିରେ ମାଡ଼ିଆସୁଛି । ଆଉ ଏକ ବାଇକକୁ ଜୋରରେ ଧକ୍କା ଦେଇ ଚାଲି  ଯାଉଛି । ଯେଉଁଥିରେ ବାଇକ ଆରୋହୀ ତଳେ ପଡ଼ିଯାଉଛନ୍ତି । ଏହା ପୂର୍ବରୁ ମଧ୍ୟ  ଆଉ କିଛି ବାଇକ ଆରୋହୀଙ୍କୁ ଧକ୍କା ଦେଇଥିବା ସୂଚନା ମିଳିଛି । ତେବେ ପରବର୍ତ୍ତୀ ସମୟରେ କାରକୁ କାବୁ କରାଯାଇଛି ।