ଭୁବନେଶ୍ବରରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା

ଭୁବନେଶ୍ବର: ଭୁବନେଶ୍ବରରେ ପହଁଞ୍ଚିଲେ ଲୋକସଭା ବାଚସ୍ପତି ଓମ ବିର୍ଲା। ବୁଧବାର ଦଳୀୟ କାର୍ଯ୍ୟକ୍ରମ ପାଇଁ ପହଞ୍ଚିଛନ୍ତି ଓମ୍‌ ବିର୍ଲା। ତାଙ୍କ ସହ ଅଛନ୍ତି  ବିଜେପିର ରାଷ୍ଟ୍ରୀୟ ସଂଗଠନ ମହା ମନ୍ତ୍ରୀ ବି.ଏଲ. ସନ୍ତୋଷ। ତେବେ ବିମାନବନ୍ଦର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ସହ ଓଡ଼ିଶାକୁ ଭୁୟସୀ ପ୍ରଶଂସା କରିଛନ୍ତି ଓମ୍‌ ବିର୍ଲା। ସେ କହିଛନ୍ତି ‘‘ ଓଡ଼ିଶା ସଂସ୍କୃତି  ପରମ୍ପରା ବେଶ ଉନ୍ନତମାନର । ରାଜ୍ୟରେ ଲୋକେ ପରିବର୍ତ୍ତନ ଚାହୁଛନ୍ତି । ରାଜ୍ୟରେ ଡବଲ ଇଂଜିନ ସରକାର ପାଇଁ ଲୋକେ ମନସ୍ଥ କରିଛନ୍ତି । ଦେଶର ଜନତା ନିଷ୍ପତ୍ତି ନେଇଛନ୍ତି ତୃତୀୟ ଥର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ।

ଭୁବନେଶ୍ବରରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା

ଭୁବନେଶ୍ବର: ଭୁବନେଶ୍ବରରେ ପହଁଞ୍ଚିଲେ ଲୋକସଭା ବାଚସ୍ପତି ଓମ ବିର୍ଲା। ବୁଧବାର ଦଳୀୟ କାର୍ଯ୍ୟକ୍ରମ ପାଇଁ ପହଞ୍ଚିଛନ୍ତି ଓମ୍‌ ବିର୍ଲା। ତାଙ୍କ ସହ ଅଛନ୍ତି  ବିଜେପିର ରାଷ୍ଟ୍ରୀୟ ସଂଗଠନ ମହା ମନ୍ତ୍ରୀ ବି.ଏଲ. ସନ୍ତୋଷ। 

ତେବେ ବିମାନବନ୍ଦର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ସହ ଓଡ଼ିଶାକୁ ଭୁୟସୀ ପ୍ରଶଂସା କରିଛନ୍ତି ଓମ୍‌ ବିର୍ଲା। ସେ କହିଛନ୍ତି ‘‘ ଓଡ଼ିଶା ସଂସ୍କୃତି  ପରମ୍ପରା ବେଶ ଉନ୍ନତମାନର । ରାଜ୍ୟରେ ଲୋକେ ପରିବର୍ତ୍ତନ ଚାହୁଛନ୍ତି । ରାଜ୍ୟରେ ଡବଲ ଇଂଜିନ ସରକାର ପାଇଁ ଲୋକେ ମନସ୍ଥ କରିଛନ୍ତି । ଦେଶର ଜନତା ନିଷ୍ପତ୍ତି ନେଇଛନ୍ତି ତୃତୀୟ ଥର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ।