ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ଉଡ଼ିବ ବିମାନ, ଜୁନ୍ ମାସରୁ ଆରମ୍ଭ ହେବ
ଭୁବନେଶ୍ବର ୮।୫: ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ିବ । ଜୁନ୍ ମାସରୁ ଏହି ବିମାନ ସେବା ଆରମ୍ଭ ହେବ । ଏହାକୁ ଇଣ୍ଡିଗୋ ବିମାନ ସେବା କାର୍ଯ୍ୟକାରୀ କରିବ । ସପ୍ତାହର ମଙ୍ଗଳବାର, ବୁଧବାର ଓ ଶନିବାର ଭରିବ ଉଡାଣ ବିମାନ । ତେବେ ଭୁବନେଶ୍ୱର ବିମାନ ବନ୍ଦରକୁ ଏଯାଏଁ ସ୍ଲଟ୍ ମଗାଯାଇନି । ସ୍ଲଟ୍ ମାଗିଲେ, ସିଡ୍ୟୁଲ ତିଆରି ହେବ । ଏହା ଭୁବନେଶ୍ୱରରୁ ବିଦେଶକୁ ପଞ୍ଚମ ବିମାନ ସେବା ହେବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି । ସେପଟେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।You Can Read:ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଓଡ଼ିଶା, କଳାବଜାରୀକୁ ପ୍ରଶ୍ରୟ ଦିଆଯିବନି : କୃଷ୍ଣଚନ୍ଦ୍ର ପାତ୍ର
ଭୁବନେଶ୍ବର ୮।୫: ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ିବ । ଜୁନ୍ ମାସରୁ ଏହି ବିମାନ ସେବା ଆରମ୍ଭ ହେବ । ଏହାକୁ ଇଣ୍ଡିଗୋ ବିମାନ ସେବା କାର୍ଯ୍ୟକାରୀ କରିବ । ସପ୍ତାହର ମଙ୍ଗଳବାର, ବୁଧବାର ଓ ଶନିବାର ଭରିବ ଉଡାଣ ବିମାନ । ତେବେ ଭୁବନେଶ୍ୱର ବିମାନ ବନ୍ଦରକୁ ଏଯାଏଁ ସ୍ଲଟ୍ ମଗାଯାଇନି । ସ୍ଲଟ୍ ମାଗିଲେ, ସିଡ୍ୟୁଲ ତିଆରି ହେବ । ଏହା ଭୁବନେଶ୍ୱରରୁ ବିଦେଶକୁ ପଞ୍ଚମ ବିମାନ ସେବା ହେବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ।
ସେପଟେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
You Can Read: