ଭୁବନେଶ୍ୱରରେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର,୨୧।୨: ଭୁବନେଶ୍ୱର ପଟିଆ ଷ୍ଟେଶନ ନିକଟରେ ଟ୍ରେନ୍ ଆଗକୁ ଡେଇଁ ଯୁବକ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ କେହି କିଛି ଭାବିବା ଆଗରୁ ଯୁବକ ଜଣକ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ। ଟ୍ରେନ୍ ଧକ୍କାରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଖବର ପାଇ ପାଟିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ମୃତ ଯୁବକଙ୍କର ପରିଚୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ସେ ଜିନ୍ସ ଏବଂ କଳା ଟି-ସାର୍ଟ ପିନ୍ଧିଥିଲେ। ଯୁବକ ଜଣକ […] The post ଭୁବନେଶ୍ୱରରେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ appeared first on Dharitri Odia News.

ଭୁବନେଶ୍ୱରରେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର,୨୧।୨: ଭୁବନେଶ୍ୱର ପଟିଆ ଷ୍ଟେଶନ ନିକଟରେ ଟ୍ରେନ୍ ଆଗକୁ ଡେଇଁ ଯୁବକ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ କେହି କିଛି ଭାବିବା ଆଗରୁ ଯୁବକ ଜଣକ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ। ଟ୍ରେନ୍ ଧକ୍କାରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।

ଖବର ପାଇ ପାଟିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ମୃତ ଯୁବକଙ୍କର ପରିଚୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ସେ ଜିନ୍ସ ଏବଂ କଳା ଟି-ସାର୍ଟ ପିନ୍ଧିଥିଲେ। ଯୁବକ ଜଣକ ଟ୍ରେନ୍ ଲାଇନର ଧାରରେ ଠିଆ ହୋଇଥିବା ବେଳେ ହଠାତ୍ ଟ୍ରେନ୍ ଆଗକୁ ଡେଇଁପଡିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

The post ଭୁବନେଶ୍ୱରରେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ appeared first on Dharitri Odia News.