ଭୁବନେଶ୍ୱରରେ ପରାଜିତ ବିଜେଡି ନେତାଙ୍କ ମେଳି; ବଢିଲା ଚର୍ଚ୍ଚା !
ତେବେ ନିର୍ବାଚନର ପ୍ରାୟ ୩ ମାସ ପରେ ହଠାତ୍ କ’ଣ ପାଇଁ ମେଳି କଲେ ୭ ପରାଜିତ ବିଜେଡି ନେତା ?
ରାଜଧାନୀ ଭୁବନେଶ୍ୱରରେ ବିଜେଡି ମେଳି ପରେ ଏବେ ସାମ୍ନାକୁ ଆସି ଆଉ ଏକ ଫଟୋ। ଯେଉଁଥିରେ ୭ ଜଣ ପୂର୍ବତନ ବିଜେଡି ବିଧାୟକ ମେଳି କରୁଥିବା ଦେଖିବାକୁ ମିଳିଛି। ତେବେ ନିର୍ବାଚନର ପ୍ରାୟ ୩ ମାସ ପରେ ହଠାତ୍ କ’ଣ ପାଇଁ ମେଳି କଲେ ୭ ପରାଜିତ ବିଜେଡି ନେତା ?