ଭୁବନେଶ୍ୱରରେ ମାର୍କେଟରେ ବୁଲୁଛି ନକଲି ସସ, ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ

ଭୁବନେଶ୍ୱର : ଟମାଟ ଓ ଚିଲି ସସ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ। ଭୁବନେଶ୍ୱରରେ ମାର୍କେଟରେ ବୁଲୁଛି ନକଲି ସସ। ଭୁବନେଶ୍ବର ଭୀମଟାଙ୍ଗି ଅଞ୍ଚଳରେ ଆଜି ନକଲି ସସ୍ ଫ୍ୟାକ୍ଟ୍ରି ଠାବ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ଵାର୍ଡ । ଚଢାଉ ସମୟରେ ବିପୁଳ ପରିମାଣର ନକଲି ସସ୍ ଜବତ କରିଛି ପୋଲିସ । ଏହି ସବୁ ନକଲି ସସ ଜବତ କରି ଟେଷ୍ଟ ପାଇଁ ପଠାଯାଇଛି । ବିନା ଲାଇନ୍ସେସନରେ ଦୀର୍ଘ ତିନି ମାସ ଧରି ଚାଲିଥିଲା […] The post ଭୁବନେଶ୍ୱରରେ ମାର୍କେଟରେ ବୁଲୁଛି ନକଲି ସସ, ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ appeared first on KNews Odisha.

ଭୁବନେଶ୍ୱରରେ ମାର୍କେଟରେ ବୁଲୁଛି ନକଲି ସସ, ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ
sauce

ଭୁବନେଶ୍ୱର : ଟମାଟ ଓ ଚିଲି ସସ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ। ଭୁବନେଶ୍ୱରରେ ମାର୍କେଟରେ ବୁଲୁଛି ନକଲି ସସ। ଭୁବନେଶ୍ବର ଭୀମଟାଙ୍ଗି ଅଞ୍ଚଳରେ ଆଜି ନକଲି ସସ୍ ଫ୍ୟାକ୍ଟ୍ରି ଠାବ କରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ଵାର୍ଡ । ଚଢାଉ ସମୟରେ ବିପୁଳ ପରିମାଣର ନକଲି ସସ୍ ଜବତ କରିଛି ପୋଲିସ । ଏହି ସବୁ ନକଲି ସସ ଜବତ କରି ଟେଷ୍ଟ ପାଇଁ ପଠାଯାଇଛି । ବିନା ଲାଇନ୍ସେସନରେ ଦୀର୍ଘ ତିନି ମାସ ଧରି ଚାଲିଥିଲା ଏହି ସସ କାରବାର ।

 

The post ଭୁବନେଶ୍ୱରରେ ମାର୍କେଟରେ ବୁଲୁଛି ନକଲି ସସ, ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ appeared first on KNews Odisha.