ଭୁବନେଶ୍ୱରରେ ଲେଡିଜ୍ ହଷ୍ଟେଲରେ ଚୋର, ଲୁଟି ନେଉଛି ଦାମୀ ଜିନିଷ ! Robbers loot in Girls Hostel ,Bhubaneswar
ଭୁବନେଶ୍ୱରରେ ଲେଡିଜ୍ ହଷ୍ଟେଲରେ ଚୋର, ଲୁଟି ନେଉଛି ଦାମୀ ଜିନିଷ ! ଲେଡିଜ ହଷ୍ଟେଲରେ ପଶୁଛନ୍ତି ଚୋର । ଲୁଟି ନେଉଛନ୍ତି ବ୍ୟାଗ, ମୋବାଇଲ ଓ ଦାମୀ ଜିନିଷ । ଦେଖନ୍ତୁ କିଭଳି ଚୋର ପାଚେରୀ ଡେଇଁ ଘରେ ପଶିବାକୁ ଉଦ୍ୟମ କରୁଛି । ଲେଡିଜ ହଷ୍ଟେଲ