ଭୁବନେଶ୍ୱରରେ ୬ ମାସରେ ୧୮ ଫ୍ଲାଟରୁ ଚୋରି
ଭୁବନେଶ୍ୱର,୧୭।୩: ଚୋରି , ଛିନ୍ତାଇ, ଲୁଟ୍ ଏହା ନିତିଦିଦିଆ ଘଟଣାରେ ପରିଣତ ହୋଇଛି। ଭୁବନେଶ୍ୱରରେ ଦିନ ଦ୍ୱିପହରରେ ଲୁଟ୍ ହେଉଛି। ୬ ମାସରେ ଭୁବନେଶ୍ବରର ୧୮ଟି ଫ୍ଲାଟରୁ ଚୋରି ହୋଇଛି। ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଲିଖିତ ଉତ୍ତର ରଖିଛନ୍ତି। ୧୮ଟି ଫ୍ଲାଟରୁ ୩୮ ଲକ୍ଷ ୪୪ ହଜାର ଟଙ୍କା ଚୋରି ହୋଇଛି। ଆବାସିକ ଘରୁ ୪୦୩ଟି ଚୋରି, ୧,୮୨,୭,୯୪୨ ଟଙ୍କା ଚୋରି ହୋଇଛି। ୭୯ ଲକ୍ଷ ୩୫ ହଜାର ଟଙ୍କା ଜବତ ହୋଇଛି। The post ଭୁବନେଶ୍ୱରରେ ୬ ମାସରେ ୧୮ ଫ୍ଲାଟରୁ ଚୋରି appeared first on Dharitri Odia News.
ଭୁବନେଶ୍ୱର,୧୭।୩: ଚୋରି , ଛିନ୍ତାଇ, ଲୁଟ୍ ଏହା ନିତିଦିଦିଆ ଘଟଣାରେ ପରିଣତ ହୋଇଛି। ଭୁବନେଶ୍ୱରରେ ଦିନ ଦ୍ୱିପହରରେ ଲୁଟ୍ ହେଉଛି। ୬ ମାସରେ ଭୁବନେଶ୍ବରର ୧୮ଟି ଫ୍ଲାଟରୁ ଚୋରି ହୋଇଛି। ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଲିଖିତ ଉତ୍ତର ରଖିଛନ୍ତି। ୧୮ଟି ଫ୍ଲାଟରୁ ୩୮ ଲକ୍ଷ ୪୪ ହଜାର ଟଙ୍କା ଚୋରି ହୋଇଛି। ଆବାସିକ ଘରୁ ୪୦୩ଟି ଚୋରି, ୧,୮୨,୭,୯୪୨ ଟଙ୍କା ଚୋରି ହୋଇଛି। ୭୯ ଲକ୍ଷ ୩୫ ହଜାର ଟଙ୍କା ଜବତ ହୋଇଛି।
The post ଭୁବନେଶ୍ୱରରେ ୬ ମାସରେ ୧୮ ଫ୍ଲାଟରୁ ଚୋରି appeared first on Dharitri Odia News.