ଭୁଲିଗଲା ରକ୍ତ ସମ୍ପର୍କ, ଝିଆରୀକୁ ଦାଦାର ଦୁଷ୍କର୍ମ ଉଦ୍ୟମ

ଝିଆରୀକୁ ଦାଦାର ଦୁଷ୍କର୍ମ ଉଦ୍ୟମ ! କବାଟ ଭାଙ୍ଗିବାକୁ ଉଦ୍ୟମ କଲା ଦାଦା । ଘରେ କେହିନଥିବାର ସୁଯୋଗ ନେଇ ଝିଆରୀ ଉପରେ ଖରାପ ଦୃଷ୍ଟି ପକାଇଥିଲା ଦାଦା ! ଅମଣିଷ ପରି ବି ବ୍ୟବହାର କରିଥିଲା । ଏପରି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଳା ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରୁ ।

ଭୁଲିଗଲା ରକ୍ତ ସମ୍ପର୍କ, ଝିଆରୀକୁ ଦାଦାର ଦୁଷ୍କର୍ମ ଉଦ୍ୟମ
Array