ଭୁଶୁଡ଼ିଲା ସିଡିଏ ମାର୍କେଟ୍ କମ୍ପ୍ଲେକ୍ସର ସିଢି ଘର, ଲଗାଣ ବର୍ଷା ଯୋଗୁଁ ଭୁଶୁଡିଥିବା ଅନୁମାନ

କଟକ ୧।୭: ଭୁଶୁଡ଼ିଲା କଟକ ସିଡିଏ ମାର୍କେଟ୍ କମ୍ପ୍ଲେକ୍ସର ସିଢି ଘର । ଅରୁଣୋଦୟ ମାର୍କେଟ୍ ସ୍ଥିତ ସିଡିଏ କାର୍ଯ୍ୟାଳୟ ପରିସରରେ ରହିଛି ଏହି ବିଲ୍ଡିଂ । ଲଗାଣ ବର୍ଷା ଯୋଗୁଁ ମାର୍କେଟ୍ କମ୍ପ୍ଲେକ୍ସର ସିଢି ଘର ଭୁଶୁଡିଥିବା ଅନୁମାନ କରାଯାଉଛି । ସୌଭାଗ୍ୟ ବଶତଃ ସେହିବାଟ ଦେଇ ଯାଉଥିବା ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଛନ୍ତି ।You Can Read:ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୮ ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଭୁଶୁଡ଼ିଲା ସିଡିଏ ମାର୍କେଟ୍ କମ୍ପ୍ଲେକ୍ସର ସିଢି ଘର, ଲଗାଣ ବର୍ଷା ଯୋଗୁଁ ଭୁଶୁଡିଥିବା ଅନୁମାନ

କଟକ ୧।୭: ଭୁଶୁଡ଼ିଲା କଟକ ସିଡିଏ ମାର୍କେଟ୍ କମ୍ପ୍ଲେକ୍ସର ସିଢି ଘର । ଅରୁଣୋଦୟ ମାର୍କେଟ୍ ସ୍ଥିତ ସିଡିଏ କାର୍ଯ୍ୟାଳୟ ପରିସରରେ ରହିଛି ଏହି ବିଲ୍ଡିଂ । ଲଗାଣ ବର୍ଷା ଯୋଗୁଁ ମାର୍କେଟ୍ କମ୍ପ୍ଲେକ୍ସର ସିଢି ଘର ଭୁଶୁଡିଥିବା ଅନୁମାନ କରାଯାଉଛି । ସୌଭାଗ୍ୟ ବଶତଃ ସେହିବାଟ ଦେଇ ଯାଉଥିବା ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

You Can Read:

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୮ ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି