ଭୋ ଭୋ ହୋଇ କାନ୍ଦିଲେ, ହାତ ଯୋଡି କ୍ଷମା ମାଗିଲେ

ଲାଇଭ୍‌ କନସର୍ଟରେ ଏଭଳି କିଛି ହଟହଟା ହୋଇଛନ୍ତି ବଲିଉଡର ଜଣାଶୁଣା ସିଙ୍ଗର ନେହା କକର୍‌। ତାଙ୍କର ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭୋ ଭୋ ହୋଇ କାନ୍ଦିଲେ, ହାତ ଯୋଡି କ୍ଷମା ମାଗିଲେ
Array