ଭୋଟ ଦେଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ
କୋଲକାତା,୧।୬: ୨୦୨୪ ଲୋକ ସଭା ନିର୍ବାଚନର ଛଅଟି ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ଶନିବାର ସପ୍ତମ ପର୍ଯ୍ୟାୟ ପାଇଁ ୮ ରାଜ୍ୟର ୫୭ଟି ଆସନରେ ଭୋଟର ନିଜ ମତ ସାବ୍ୟସ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଭୋଟ ଦେଇଛନ୍ତି। କୋଲକାତାର ବେଲଗାଚିଆର ଏକ ମତଦାନ କେନ୍ଦ୍ରରେ ୪୦ ମିନିଟ ଧାଡ଼ିରେ ଛିଡା ହୋଇ ଭୋଟ ଦେଇଥିବା ମିଥୁନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏପରିକି ଜନସାଧାରଣଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି। ଏପରିକି […] The post ଭୋଟ ଦେଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ appeared first on Dharitri Odia News.
କୋଲକାତା,୧।୬: ୨୦୨୪ ଲୋକ ସଭା ନିର୍ବାଚନର ଛଅଟି ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ଶନିବାର ସପ୍ତମ ପର୍ଯ୍ୟାୟ ପାଇଁ ୮ ରାଜ୍ୟର ୫୭ଟି ଆସନରେ ଭୋଟର ନିଜ ମତ ସାବ୍ୟସ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଭୋଟ ଦେଇଛନ୍ତି।
କୋଲକାତାର ବେଲଗାଚିଆର ଏକ ମତଦାନ କେନ୍ଦ୍ରରେ ୪୦ ମିନିଟ ଧାଡ଼ିରେ ଛିଡା ହୋଇ ଭୋଟ ଦେଇଥିବା ମିଥୁନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏପରିକି ଜନସାଧାରଣଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି। ଏପରିକି ସେ ନିର୍ବାଚନର ମହାନପର୍ବରେ ସମିଲ ହୋଇ ନିଜ କର୍ତ୍ତବ୍ୟ ପୂରଣ କରିଥିବା ପ୍ରକାଶ କରିଛନ୍ତି।
The post ଭୋଟ ଦେଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ appeared first on Dharitri Odia News.