ଭୋଟରଙ୍କ ପାଇଁ ନିଆରା ସଚେତନତା, କବିତା ମାଧ୍ଯମରେ ବୁଝାଇଲେ କବୟିତ୍ରୀ

ବିନିକା ୧୮/୦୫: ସାଧାରଣ ନିର୍ବାଚନ ହେଉ କି ପର୍ବପର୍ବଣୀ ସବୁବେଳେ ଜବି ଓ କବିୟତ୍ରୀଙ୍କ ବିଭିନ୍ନ ପ୍ରକାର କବିତା ଆସର ହୋଇଥାଏ l ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ନିର୍ବାଚନକୁ ନେଇ ବିନିକା ଅଞ୍ଚଳର କିଛି କବି ଓ କବିୟତ୍ରି ମାନେ କବିତା ଆସର ଜମାଇଛନ୍ତି l ସାଧରଣ ନିର୍ବାଚନରେ କେଉଁଭଳି ଭାବରେ ନିର୍ବାଚନ ହୋଇଥାଏ, ନେତା ମାନେ କେମିତି ଘର ଘର ବୁଲି ଭୋଟ ଭିକ୍ଷା କରିଥାନ୍ତି, ଭୋଟର ମାନଙ୍କ ମନରେ କିପରି ଆଲୋଚନା ହୋଇଥାଏ ସେନେଇ କବି କବିୟତ୍ରି ମାନେ କବିତା ମାଧ୍ୟମରେ ଶୁଣାଇଛନ୍ତି l 

ଭୋଟରଙ୍କ ପାଇଁ ନିଆରା ସଚେତନତା, କବିତା ମାଧ୍ଯମରେ ବୁଝାଇଲେ କବୟିତ୍ରୀ

ବିନିକା ୧୮/୦୫: ସାଧାରଣ ନିର୍ବାଚନ ହେଉ କି ପର୍ବପର୍ବଣୀ ସବୁବେଳେ ଜବି ଓ କବିୟତ୍ରୀଙ୍କ ବିଭିନ୍ନ ପ୍ରକାର କବିତା ଆସର ହୋଇଥାଏ l ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ନିର୍ବାଚନକୁ ନେଇ ବିନିକା ଅଞ୍ଚଳର କିଛି କବି ଓ କବିୟତ୍ରି ମାନେ କବିତା ଆସର ଜମାଇଛନ୍ତି l 


ସାଧରଣ ନିର୍ବାଚନରେ କେଉଁଭଳି ଭାବରେ ନିର୍ବାଚନ ହୋଇଥାଏ, ନେତା ମାନେ କେମିତି ଘର ଘର ବୁଲି ଭୋଟ ଭିକ୍ଷା କରିଥାନ୍ତି, ଭୋଟର ମାନଙ୍କ ମନରେ କିପରି ଆଲୋଚନା ହୋଇଥାଏ ସେନେଇ କବି କବିୟତ୍ରି ମାନେ କବିତା ମାଧ୍ୟମରେ ଶୁଣାଇଛନ୍ତି l