ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୩୬ ବଖରା ଘର
ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୩୬ ବଖରା ଘର। ଘଟଣା ଘଟିଛି ବାସୁଦେବପୁର ବ୍ଲକ ଆନ୍ଦୋଳା ଓ ବିରସ ପଞ୍ଚାୟତରେ। ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡରେ ବିରସ ପଞ୍ଚାତରେ କାଳିଗଦିର ୨୦ ବଖରା ଓ ଆନ୍ଦୋଳା ପଞ୍ଚାୟତ କାଶୀପୁର ଗ୍ରାମର ୧୬ ବଖରା ଘର ପୋଡ଼ିଯାଇଛି। ଆହୁରି ପଢ଼ନ୍ତୁ:ପ୍ରଚଣ୍ଡ ତାତିରେ ଜଳିଲା ସାରା ଓଡିଶା, ଅନୁଗୁଳରେ ସର୍ବାଧିକ ୪୪.୩ ଡିଗ୍ରୀ ରେକର୍ଡସେପଟେ ଘଟଣାସ୍ଥଳରେ ବାସୁଦେବପୁର, ଧାମରା ଦମକଳ ବାହିନୀ କାଳିଗଦିରେ ନିଆଁକୁ ଆୟତ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।
ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୩୬ ବଖରା ଘର। ଘଟଣା ଘଟିଛି ବାସୁଦେବପୁର ବ୍ଲକ ଆନ୍ଦୋଳା ଓ ବିରସ ପଞ୍ଚାୟତରେ।
ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡରେ ବିରସ ପଞ୍ଚାତରେ କାଳିଗଦିର ୨୦ ବଖରା ଓ ଆନ୍ଦୋଳା ପଞ୍ଚାୟତ କାଶୀପୁର ଗ୍ରାମର ୧୬ ବଖରା ଘର ପୋଡ଼ିଯାଇଛି।
ଆହୁରି ପଢ଼ନ୍ତୁ:
ପ୍ରଚଣ୍ଡ ତାତିରେ ଜଳିଲା ସାରା ଓଡିଶା, ଅନୁଗୁଳରେ ସର୍ବାଧିକ ୪୪.୩ ଡିଗ୍ରୀ ରେକର୍ଡ
ସେପଟେ ଘଟଣାସ୍ଥଳରେ ବାସୁଦେବପୁର, ଧାମରା ଦମକଳ ବାହିନୀ କାଳିଗଦିରେ ନିଆଁକୁ ଆୟତ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।