ମଇଁଷିକୁ ଝାମ୍ଫିନେଲା ୧୫ଫୁଟର କୁମ୍ଭୀର, ଆତଙ୍କିତ ନଦୀକୂଳିଆ ଲୋକେ

ଚାନ୍ଦବାଲି ୨୮/୧୦: ମଇଁଷିକୁ ଝାମ୍ଫିନେଲା ୧୫ଫୁଟର କୁମ୍ଭୀର । ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଷିକୁ ଝାମ୍ଫିନେଲା କୁମ୍ଭୀର। ମଇଁଷିଟି ପାଣି ପିଉଥିବା ବେଳେ କୁମ୍ଭୀର ଝାମ୍ପି ନେଇଥିବା ସୂଚନା ।  ହିଂସ୍ର କୁମ୍ଭୀରଟି ପାଖାପାଖି ୧୫ଫୁଟ ଲମ୍ବର ହୋଇଥିବା ଅନୁମାନ କରାଯାଉଛି l ନଦୀକୂଳ ଦେଇ ଘୂରି ବୁଲୁଥିବାରୁ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ସୂଚନା ଥାଉକି, ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଷିଟି ପାଣି ପିଉଥିବା ବେଳେ କୁମ୍ଭୀର ଝାମ୍ପି ନେଇଛି । ମଣିଷଖିଆ କୁମ୍ଭୀରର ଲମ୍ୱ ପାଖାପାଖି ୧୫ଫୁଟ ହୋଇଥିବା ଅନୁମାନ କରାଯାଉଛି l ସେପଟେ ନଦୀକୂଳରେ ଏତେବଡ କୁମ୍ଭୀର ବୁଲୁଥିବାରୁ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। 

ମଇଁଷିକୁ ଝାମ୍ଫିନେଲା ୧୫ଫୁଟର କୁମ୍ଭୀର, ଆତଙ୍କିତ ନଦୀକୂଳିଆ ଲୋକେ

ଚାନ୍ଦବାଲି ୨୮/୧୦: ମଇଁଷିକୁ ଝାମ୍ଫିନେଲା ୧୫ଫୁଟର କୁମ୍ଭୀର । ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଷିକୁ ଝାମ୍ଫିନେଲା କୁମ୍ଭୀର। ମଇଁଷିଟି ପାଣି ପିଉଥିବା ବେଳେ କୁମ୍ଭୀର ଝାମ୍ପି ନେଇଥିବା ସୂଚନା ।  ହିଂସ୍ର କୁମ୍ଭୀରଟି ପାଖାପାଖି ୧୫ଫୁଟ ଲମ୍ବର ହୋଇଥିବା ଅନୁମାନ କରାଯାଉଛି l ନଦୀକୂଳ ଦେଇ ଘୂରି ବୁଲୁଥିବାରୁ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। 

ସୂଚନା ଥାଉକି, ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଷିଟି ପାଣି ପିଉଥିବା ବେଳେ କୁମ୍ଭୀର ଝାମ୍ପି ନେଇଛି । ମଣିଷଖିଆ କୁମ୍ଭୀରର ଲମ୍ୱ ପାଖାପାଖି ୧୫ଫୁଟ ହୋଇଥିବା ଅନୁମାନ କରାଯାଉଛି l ସେପଟେ ନଦୀକୂଳରେ ଏତେବଡ କୁମ୍ଭୀର ବୁଲୁଥିବାରୁ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି।