ମଉଳିଗଲା ବିଧାୟକ ଆଶା
ପାଞ୍ଚ ଥରର ବିଧାୟକ ତଥା ପୁରୀର ଟାଣୁଆ ସଙ୍ଗଠନ ମହେଶ୍ୱର ମହାନ୍ତିଙ୍କୁ ସିଧା ଚ୍ୟାଲେଞ୍ଜ କରିବା ସହ ସଙ୍ଗଠନ କରି ନିଜ ଦକ୍ଷତା ପ୍ରତିପାଦନ କରିଥିବା ଲକି ଖୁଣ୍ଟିଆଙ୍କୁ ରାଜ୍ୟସଭା ପଠାଇବା ପଛରେ ରହିଛି ବିଜେଡିର ବଡ ଚାଲ ?
ପାଞ୍ଚ ଥରର ବିଧାୟକ ତଥା ପୁରୀର ଟାଣୁଆ ସଙ୍ଗଠନ ମହେଶ୍ୱର ମହାନ୍ତିଙ୍କୁ ସିଧା ଚ୍ୟାଲେଞ୍ଜ କରିବା ସହ ସଙ୍ଗଠନ କରି ନିଜ ଦକ୍ଷତା ପ୍ରତିପାଦନ କରିଥିବା ଲକି ଖୁଣ୍ଟିଆଙ୍କୁ ରାଜ୍ୟସଭା ପଠାଇବା ପଛରେ ରହିଛି ବିଜେଡିର ବଡ ଚାଲ ? ନବୀନଙ୍କ ଚତୁର ଗୋଟି ଚାଳନାରେ ଦବି ଯିବ କି ଲକିଙ୍କ ସଙ୍ଗଠନ, ଦଳ କିନ୍ତୁ ବହୁତ ସତର୍କତାର ସହ ବିଚାର କରି ତାଙ୍କୁ ପୁରୀ ସଙ୍ଗଠନରୁ ଆଉଟ କରି ଦେଲା। ଏବେ ପୁରୀରେ ଚାଲିବ ମହେଶ୍ୱରଙ୍କ ପୁଅ ସୁନୀଲ ମହାନ୍ତିଙ୍କ ରାଜ। ଦେଖନ୍ତୁ ପୂରା ରିପୋର୍ଟ।