ମଙ୍ଗଳ ଧ୍ୱନିରେ ପ୍ରକମ୍ପିତ ଅଯୋଧ୍ୟା ନଗରୀ ; ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତରେ ହେବ ପ୍ରାଣପ୍ରତିଷ୍ଠା

ଲଖନଉ : ଦୀର୍ଘ ଦିନର ସ୍ୱପ୍ନ ସାକାର ହୋଇଛି। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଲାଗି ସୋମବାର ଉତ୍ସବ ମୁଖର ହୋଇଛି ଅଯୋଧ୍ୟା ନଗରୀ। ରାମମନସ୍କ ଜନମାନସ,ପୁଷ୍ପରାଜିରେ ଅଯୋଧ୍ୟା ନଗରୀ ସଜ୍ଜିତ ହୋଇଛି। ମଙ୍ଗଳ ଧ୍ୱନିରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା ନଗରୀ। ୫୦ ପ୍ରକାର ବାଦ୍ୟଯନ୍ତ୍ରର ଧ୍ୱନିରେ ଗୁଞ୍ଜରିତ ହେଉଛିା ଭବ୍ୟ ବିଗ୍ରହର ପ୍ରାଣପ୍ରତିଷ୍ଠା ଲାଗି ମାହେନ୍ଦ୍ର ବେଳା ନିର୍ଦ୍ଧାରିତ ହୋଇଛି। ୧୨ଟା୧୫ରୁ ୧୨ଟା ୪୫ ଯାଏଁ ୩୦ ମିନିଟର ମାହେନ୍ଦ୍ର ବେଳା ଥିବା ବେଳେ ୧୨:୨୯:୦୮ରୁ ୧୨:୦୩:୩୨ ପର୍ଯ୍ୟନ୍ତ […]

ମଙ୍ଗଳ ଧ୍ୱନିରେ ପ୍ରକମ୍ପିତ ଅଯୋଧ୍ୟା ନଗରୀ ; ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତରେ ହେବ ପ୍ରାଣପ୍ରତିଷ୍ଠା

ଲଖନଉ : ଦୀର୍ଘ ଦିନର ସ୍ୱପ୍ନ ସାକାର ହୋଇଛି। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଲାଗି ସୋମବାର ଉତ୍ସବ ମୁଖର ହୋଇଛି ଅଯୋଧ୍ୟା ନଗରୀ। ରାମମନସ୍କ ଜନମାନସ,ପୁଷ୍ପରାଜିରେ ଅଯୋଧ୍ୟା ନଗରୀ ସଜ୍ଜିତ ହୋଇଛି। ମଙ୍ଗଳ ଧ୍ୱନିରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା ନଗରୀ। ୫୦ ପ୍ରକାର ବାଦ୍ୟଯନ୍ତ୍ରର ଧ୍ୱନିରେ ଗୁଞ୍ଜରିତ ହେଉଛିା
ଭବ୍ୟ ବିଗ୍ରହର ପ୍ରାଣପ୍ରତିଷ୍ଠା ଲାଗି ମାହେନ୍ଦ୍ର ବେଳା ନିର୍ଦ୍ଧାରିତ ହୋଇଛି। ୧୨ଟା୧୫ରୁ ୧୨ଟା ୪୫ ଯାଏଁ ୩୦ ମିନିଟର ମାହେନ୍ଦ୍ର ବେଳା ଥିବା ବେଳେ ୧୨:୨୯:୦୮ରୁ ୧୨:୦୩:୩୨ ପର୍ଯ୍ୟନ୍ତ ଅଭିଜିତ ମୁହୂର୍ତ୍ତ ରହିଛି। ମାତ୍ର ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତରେ ପ୍ରାଣପ୍ରତିଷ୍ଠା ହେବା
https://www.facebook.com/watch/live/?ref=watch_permalink&v=887727389509544
ଏହାମଧ୍ୟରେ କଡା ସୁରକ୍ଷା ବଳୟ ମଧ୍ୟରେ ଅଯୋଧ୍ୟା ନଗରୀ ରହିଛି। ଏନଏସଜି ସ୍ନାଇପର ଓ ଏଟିଏସ କମାଣ୍ଡୋ ଟିମ୍‌‌ର ତୀକ୍ଷଣ ନଜର ସହ ଅର୍ଦ୍ଧସାମରିକ ବାହିନୀ ସମେତ ୧୫ ହଜାର ପୁଲିସ ମୁତୟନ ହୋଇଛନ୍ତି। ୧୦ ହଜାର ସିସିଟିଭି ନଜରରେ ସମଗ୍ର ଆଯୋଧ୍ୟା ନଗରୀ ରହିଛି।