ମଝି ଆକାଶରେ ଦମ୍ପତ୍ତିଙ୍କ ଡିନର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ମୁମ୍ଵାଇ ୦୯।୦୭: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି । ଜଣେ ଦମ୍ପତି ମଝି ଆକାଶରେ ରାତ୍ରିଭୋଜନ କରୁଥିବା ଦେଖିବାକୁ ମିଳୁଛି । ଘଟଣାଟି ରୁଷ୍ର । ଭିଡିଓରେ, ଦୁଇଟି ପାହାଡ଼କୁ ସଂଯୋଗ କରୁଥିବା ଏକ ରୋପ୍ୱେ ତାର ସହାୟତାରେ ଟେବୁଲ ଓ ଚେୟାରକୁ ବାନ୍ଧି ଲଟକାଯାଇଛି । ଦମ୍ପତି ସେହି ଚେୟାରରେ ବସିଛନ୍ତି । ମହିଳା ଧଳା ରଙ୍ଗର ଗାଉନ୍ ପିନ୍ଧିଥିବାବେଳେ ପୁରୁଷ କଳା ସୁଟ୍ରେ ନଜର ଆସୁଛନ୍ତି । ସେମାନଙ୍କ ସାମ୍ନାରେ ଖାଦ୍ୟର ପ୍ଲେଟ୍ ସହିତ ଏକ ଫୁଲତୋଡ଼ା ବି ରଖାଯାଇଛି । ଅସ୍ତଗାମୀ ସୂର୍ଯ୍ୟଙ୍କର କିରଣ ମଧ୍ୟରେ ଏହା ଏକ ରୋମାଣ୍ଟିକ ଡିନର୍ ବୋଲି ସେମାନେ ଲେଖିଛନ୍ତି । ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସରେ ମ୍ୟାଟ୍- ପିନର ନାମକ ଏକ ଆଇଡିରୁ ରବିବାର ଭିଡିଓକୁ ସେୟାର କରାଯାଇଥିଲା । ଅଦ୍ୟାବଧି ୮୦ ଲକ୍ଷରୁ ଅଧିକ ଲୋକେ ଏହାକୁ ଦେଖିସାରିଲେଣି । ୧୮ ହଜାରରୁ ଅଧିକ ଲୋକ ଲାଇକ୍ ମଧ୍ୟ କରିଛନ୍ତ
ମୁମ୍ଵାଇ ୦୯।୦୭: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି । ଜଣେ ଦମ୍ପତି ମଝି ଆକାଶରେ ରାତ୍ରିଭୋଜନ କରୁଥିବା ଦେଖିବାକୁ ମିଳୁଛି । ଘଟଣାଟି ରୁଷ୍ର । ଭିଡିଓରେ, ଦୁଇଟି ପାହାଡ଼କୁ ସଂଯୋଗ କରୁଥିବା ଏକ ରୋପ୍ୱେ ତାର ସହାୟତାରେ ଟେବୁଲ ଓ ଚେୟାରକୁ ବାନ୍ଧି ଲଟକାଯାଇଛି । ଦମ୍ପତି ସେହି ଚେୟାରରେ ବସିଛନ୍ତି । ମହିଳା ଧଳା ରଙ୍ଗର ଗାଉନ୍ ପିନ୍ଧିଥିବାବେଳେ ପୁରୁଷ କଳା ସୁଟ୍ରେ ନଜର ଆସୁଛନ୍ତି । ସେମାନଙ୍କ ସାମ୍ନାରେ ଖାଦ୍ୟର ପ୍ଲେଟ୍ ସହିତ ଏକ ଫୁଲତୋଡ଼ା ବି ରଖାଯାଇଛି ।
ଅସ୍ତଗାମୀ ସୂର୍ଯ୍ୟଙ୍କର କିରଣ ମଧ୍ୟରେ ଏହା ଏକ ରୋମାଣ୍ଟିକ ଡିନର୍ ବୋଲି ସେମାନେ ଲେଖିଛନ୍ତି । ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସରେ ମ୍ୟାଟ୍- ପିନର ନାମକ ଏକ ଆଇଡିରୁ ରବିବାର ଭିଡିଓକୁ ସେୟାର କରାଯାଇଥିଲା । ଅଦ୍ୟାବଧି ୮୦ ଲକ୍ଷରୁ ଅଧିକ ଲୋକେ ଏହାକୁ ଦେଖିସାରିଲେଣି । ୧୮ ହଜାରରୁ ଅଧିକ ଲୋକ ଲାଇକ୍ ମଧ୍ୟ କରିଛନ୍ତ