ମଝିରାସ୍ତାରେ କାର ହେଲା ଗୁଣ୍ଡ, ମରିଗଲେ ୩ ଜଣ, ଅଧାରେ ରହିଗଲା ଖରାଛୁଟି ପାଳିବା...
ଗାଡି ଡ୍ରାଇଭର ଆଖି ଲାଗିଯିବାରୁ ହଠାତ୍ ପ୍ରଚଣ୍ଡ ଶଦ୍ଦ କରି ଗଛରେ ପିଟି ହେଲା କାର। ଯାହା ଫଳରେ କାରର ସମ୍ମୁଖ ପାର୍ଶ୍ୱ ସମ୍ପର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ଏଭଳି ଏକ ସଡ଼କ ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରୀଗୁଡାରେ। Odish
ଗାଡି ଡ୍ରାଇଭର ଆଖି ଲାଗିଯିବାରୁ ହଠାତ୍ ପ୍ରଚଣ୍ଡ ଶଦ୍ଦ କରି ଗଛରେ ପିଟି ହେଲା କାର। ଯାହା ଫଳରେ କାରର ସମ୍ମୁଖ ପାର୍ଶ୍ୱ ସମ୍ପର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ଏଭଳି ଏକ ସଡ଼କ ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରୀଗୁଡାରେ।
Odish