ମଞ୍ଚ ଉପରେ ବିଜେଡି କର୍ମୀଙ୍କ ହୋହାଲ୍ଲା

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅସନ୍ତୋଷ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଗୋଲୁର ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସମୟରେ ଅସନ୍ତୋଷ ଦେଖା ଦେଇଥିଲା।

ମଞ୍ଚ ଉପରେ ବିଜେଡି କର୍ମୀଙ୍କ ହୋହାଲ୍ଲା

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅସନ୍ତୋଷ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଗୋଲୁର ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସମୟରେ ଅସନ୍ତୋଷ ଦେଖା ଦେଇଥିଲା। ମଞ୍ଚ ଉପରକୁ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ଲକ୍ଷ୍ମୀ ବସ୍ ଫଟୋ ଚିତ୍ର ଥିବା ପୋଷ୍ଟର ଧରି ଚଢ଼ି, ଉପସ୍ଥିତ ବ୍ଲକ କର୍ମଚାରୀ ଓ ବିଜେଡି ନେତାଙ୍କ ସହ ଯୁକ୍ତି ତର୍କ କରିଥିଲେ। ଦେଖନ୍ତୁ ପୂରା ରିପୋର୍ଟ।