ମଞ୍ଚକୁ ଆଇଟମ୍‌ ଗର୍ଲ ଆସିବାରେ ହେଲା ବିଳମ୍ବ: ମଞ୍ଚ ଉପରକୁ ଚେୟାର ଫୋପାଡ଼ିଲେ

ପାଟଣା,୨୩।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ବ୍ଲକ ଦାମାହୁଦା ଠାରେ ଚାଲିଛି ଯାତ୍ରା କଳିଙ୍ଗକନ୍ୟା। ମଞ୍ଚକୁ ସୋମବାର ରାତିରେ ଜଣେ ଚର୍ଚ୍ଚିତ ଆଇଟମ୍‌ ଗର୍ଲ ଆସିବାର ଥିଲା। ମାତ୍ର ଏଥିରେ ବିଳମ୍ବ ହେବାରୁ ଦର୍ଶକ ଉତ୍ତ୍ୟକ୍ତ ହୋଇ ମଞ୍ଚ ଉପରକୁ ଚେୟାର, ପାଣି ବୋତଲ ଫିଙ୍ଗିବା ସହ ଗଣ୍ଡଗୋଳ କରିଥିଲେ। କେତେକ ଦର୍ଶକ ମଧ୍ୟ ଘରକୁ ପଳାଇଥିଲେ। କମିଟି ତରଫରୁ ଗଣ୍ଡଗୋଳକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ। ଫଳରେ ରାତିରେ ୧ଟାରୁ ୨ […] The post ମଞ୍ଚକୁ ଆଇଟମ୍‌ ଗର୍ଲ ଆସିବାରେ ହେଲା ବିଳମ୍ବ: ମଞ୍ଚ ଉପରକୁ ଚେୟାର ଫୋପାଡ଼ିଲେ appeared first on Dharitri Odia News.

ମଞ୍ଚକୁ ଆଇଟମ୍‌ ଗର୍ଲ ଆସିବାରେ ହେଲା ବିଳମ୍ବ: ମଞ୍ଚ ଉପରକୁ ଚେୟାର ଫୋପାଡ଼ିଲେ

ପାଟଣା,୨୩।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ବ୍ଲକ ଦାମାହୁଦା ଠାରେ ଚାଲିଛି ଯାତ୍ରା କଳିଙ୍ଗକନ୍ୟା। ମଞ୍ଚକୁ ସୋମବାର ରାତିରେ ଜଣେ ଚର୍ଚ୍ଚିତ ଆଇଟମ୍‌ ଗର୍ଲ ଆସିବାର ଥିଲା। ମାତ୍ର ଏଥିରେ ବିଳମ୍ବ ହେବାରୁ ଦର୍ଶକ ଉତ୍ତ୍ୟକ୍ତ ହୋଇ ମଞ୍ଚ ଉପରକୁ ଚେୟାର, ପାଣି ବୋତଲ ଫିଙ୍ଗିବା ସହ ଗଣ୍ଡଗୋଳ କରିଥିଲେ। କେତେକ ଦର୍ଶକ ମଧ୍ୟ ଘରକୁ ପଳାଇଥିଲେ। କମିଟି ତରଫରୁ ଗଣ୍ଡଗୋଳକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ। ଫଳରେ ରାତିରେ ୧ଟାରୁ ୨ ଟା ଯାଏ ପର୍ଯ୍ୟନ୍ତ ଯାତ୍ରା ମଞ୍ଚସ୍ତ ହୋଇ ନ ଥିଲା। ଆଇଟମ୍‌ ଗର୍ଲ ମଞ୍ଚରେ ପହଁଚିବା ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲା।

The post ମଞ୍ଚକୁ ଆଇଟମ୍‌ ଗର୍ଲ ଆସିବାରେ ହେଲା ବିଳମ୍ବ: ମଞ୍ଚ ଉପରକୁ ଚେୟାର ଫୋପାଡ଼ିଲେ appeared first on Dharitri Odia News.