ମଣ୍ଡିରୁ ଉଠାଇଲେନି ଧାନ, ୪ ମିଲରଙ୍କୁ ସୋ’ କଜ୍ ନୋଟିସ୍ ଜାରି
ବଲାଙ୍ଗିର ୧୮।୧୨: ମଣ୍ଡିରୁ ଧାନ ନ ଉଠାଇବାରୁ ନୋଟିସ୍ । ୪ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ନୋଟିସ୍ ଜାରି କଲା ଜିଲ୍ଲା ଯୋଗାଣ ବିଭାଗ । ନୋଟିସ କରାଯାଇଥିବା ମିଲର ଗୁଡିକ ହେଲା ପାହାଡ଼ି ମାତା, ଶ୍ରୀ ଶ୍ୟାମ ଜି ରାଧାଗୋବିନ୍ଦ ଓ ଭଗବତୀ । ମଣ୍ଡିରେ ଧାନ ପଡିଥିବା ବେଳେ ମିଲର୍ସ ଧାନ ନ ଉଠାଇବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୋଟିସ କରାଯାଇଛି । ଏ ନେଇ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ସୂଚନା ଦେଇଛନ୍ତି ।You Can Read:ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ, ‘ଖୁବ୍ଶୀଘ୍ର କେନ୍ଦୁଝରରୁ ଦିଲ୍ଲୀକୁ ୩ ଦିନ ଟ୍ରେନ୍ ଚଳାଚଳ’
ବଲାଙ୍ଗିର ୧୮।୧୨: ମଣ୍ଡିରୁ ଧାନ ନ ଉଠାଇବାରୁ ନୋଟିସ୍ । ୪ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ନୋଟିସ୍ ଜାରି କଲା ଜିଲ୍ଲା ଯୋଗାଣ ବିଭାଗ । ନୋଟିସ କରାଯାଇଥିବା ମିଲର ଗୁଡିକ ହେଲା ପାହାଡ଼ି ମାତା, ଶ୍ରୀ ଶ୍ୟାମ ଜି ରାଧାଗୋବିନ୍ଦ ଓ ଭଗବତୀ । ମଣ୍ଡିରେ ଧାନ ପଡିଥିବା ବେଳେ ମିଲର୍ସ ଧାନ ନ ଉଠାଇବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୋଟିସ କରାଯାଇଛି । ଏ ନେଇ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ସୂଚନା ଦେଇଛନ୍ତି ।
You Can Read: