ମଦ ବେପାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ SI, ମାଡିବସିଲା ଭିଜିଲାନ୍ସ

ଖଣ୍ଡପଡା ୨୧/୧୦: ଦେଶୀ ମଦ ବେପାର ପାଇଁ ବେପାରୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ମାଡିବସିଲା ଭିଜିଲାନ୍ସ । ଖଣ୍ଡପଡା ଥାନା SI ଏସ୍‌.କେ ରେହମାନଙ୍କୁ ରଙ୍ଗେହାତ୍‌ ଧରିଛି ଭିଜିଲାନ୍ସ । ଦେଶୀ ମଦ ବ୍ୟବସାୟ ପାଇଁ ଖଳିସାହି ଗାଁର ସୁଦର୍ଶନ ସାହୁଙ୍କୁ ୩ ହଜାର ଟଙ୍କା ମାଗିଥିଲେ  । ସୋମବାର ସୁଦର୍ଶନଙ୍କ ଠାରୁ ଟଙ୍କା ନେଉଥିବାବେଳେ ରେହମାନଙ୍କୁ ମାଡିବସିଥିଲା ଭିଜିଲାନ୍ସ । 