ମନରେଗାରେ ଶ୍ରମିକ ଲଗାଇ କାମ ନକରି ମେସିନରେ କାମ ହେଉଛି, ମଷ୍ଟର ରୋଲ୍‌ରେ ରାମ-ଦାମ ନାଁ ପକାଯାଉଛି

ଭୁବନେଶ୍ବର ୧୫।୫: ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ । ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କର । ମେସିନ ନ ଲଗାଇ ଶ୍ରମିକ ମାନଙ୍କୁ ନିଯୁକ୍ତି କରି କାମ କରନ୍ତୁ । ଏଥିପାଇଁ ଆଗାମୀ ଦିନରେ ଆସିବ ଗାଇଡ଼ଲାଇନ । ମନରେଗାରେ ଲେବର ଲଗାଇ କାମ ନ କରି ମେସିନରେ କାମ ହେଉଛି ମଷ୍ଟର ରୋଲ୍‌ରେ ରାମ, ଦାମ ନାଁ ପକେଇକି କାମ ହେଉଛି । ଯାହାର ନାମ ମଷ୍ଟର ରୋଲ୍‌ରେ ଅଛି ସେ ମହାବିଦ୍ୟାଳୟର ଲେକ୍ଚର ତ ଆଉ କେଉଁଠି ମେଡ଼ିସିନ ଡାକ୍ତର । ଲୁଚେଇକି କାମ କଲେ ବି ଧରା ପଡିଯାଉଛନ୍ତି । ଶ୍ରମିକ ନିଯୁକ୍ତି କରି କାମ କର । ଦାଦନ ଖଟିବାକୁ ଲୋକ ଆଉ ବାହାରକୁ ଯିବେନି । ମନେରେଗା କାମକୁ ସଠିକ୍ ଭାବେ କରିବା ପାଇଁ ଚାଲେଞ୍ଜ ଭାବେ ନିଅନ୍ତୁ ବୋଲି ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ ।You Can Read:

ମନରେଗାରେ ଶ୍ରମିକ ଲଗାଇ କାମ ନକରି ମେସିନରେ କାମ ହେଉଛି, ମଷ୍ଟର ରୋଲ୍‌ରେ ରାମ-ଦାମ ନାଁ ପକାଯାଉଛି

ଭୁବନେଶ୍ବର : ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ । ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କର । ମେସିନ ନ ଲଗାଇ ଶ୍ରମିକ ମାନଙ୍କୁ ନିଯୁକ୍ତି କରି କାମ କରନ୍ତୁ । ଏଥିପାଇଁ ଆଗାମୀ ଦିନରେ ଆସିବ ଗାଇଡ଼ଲାଇନ । ମନରେଗାରେ ଲେବର ଲଗାଇ କାମ ନ କରି ମେସିନରେ କାମ ହେଉଛି ମଷ୍ଟର ରୋଲ୍‌ରେ ରାମ, ଦାମ ନାଁ ପକେଇକି କାମ ହେଉଛି । ଯାହାର ନାମ ମଷ୍ଟର ରୋଲ୍‌ରେ ଅଛି ସେ ମହାବିଦ୍ୟାଳୟର ଲେକ୍ଚର ତ ଆଉ କେଉଁଠି ମେଡ଼ିସିନ ଡାକ୍ତର । ଲୁଚେଇକି କାମ କଲେ ବି ଧରା ପଡିଯାଉଛନ୍ତି । ଶ୍ରମିକ ନିଯୁକ୍ତି କରି କାମ କର । ଦାଦନ ଖଟିବାକୁ ଲୋକ ଆଉ ବାହାରକୁ ଯିବେନି । ମନେରେଗା କାମକୁ ସଠିକ୍ ଭାବେ କରିବା ପାଇଁ ଚାଲେଞ୍ଜ ଭାବେ ନିଅନ୍ତୁ ବୋଲି ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ ।

You Can Read: