ମନ୍ତ୍ରୀଙ୍କ ନାମଫଳକରେ ଓଡିଶା ଅସ୍ମିତାର ଝଲକ
ଲୋକସେବା ଭବନରେ ଲାଗିଲା ନୂଆ ନାମଫଳକ। ସରକାର ବଦଳିବା ପରେ ନୂଆକରି ଯେଉଁମାନେ ମନ୍ତ୍ରୀ ହେଲେ ତାଙ୍କ କାର୍ଯ୍ୟାଳୟରେ ଓଡିଆରେ ନାମଫଳକ ଲାଗିଛି।
କ୍ଷମତାକୁ ଆସିଲା ବିଜେପି। ସବୁଠି ଦିଶିଲା ଓଡ଼ିଆ ଅସ୍ମିତାର ଝଲକ। ଲୋକସେବା ଭବନରେ ଥିବା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଲାଗିଥିବା ନାମଫଳକୁ ନେଇ ଏବେ ସବୁଠି ଚର୍ଚ୍ଚା। ନାରଙ୍ଗୀ ରଙ୍ଗ ସାଙ୍ଗକୁ ପଷାପାଲି ସମ୍ବଲପୁରୀ ଧଡି। ସତେ ଯେପରି ଓଡ଼ିଶାର ପରିଚୟ, କଳା ଓ ହସ୍ତତନ୍ତ ଏହି ଫଳକରେ ପ୍ରତୀୟମାନ ହେଉଛି.... ଦେଖନ୍ତୁ ପୂରା ରିପୋର୍ଟ ।