ମରିନଥିଲା ପାଠ ପଢିବାର ଇଚ୍ଛା, ଦଶମ ପରୀକ୍ଷାରେ ପାସ୍ କଲେ କିନ୍ନର
ମାଇଚିଆ, କିନ୍ନର କହି ସାଙ୍ଗସାଥୀ ଦୂରେଇ ଯାଉଥିଲେ । ଛକା କହି ଚିଡାଉଥିଲେ । ପାଠ ପଢିବାକୁ ଆଗ୍ରହ ଥିଲେ ବି ଲୋକଲଜ୍ଜାକୁ ଡରି ସ୍କୁଲ୍ ଯାଇପାରୁ ନଥିଲେ, ହେଲେ ଆଜି ପାଠ ପଢି ଦଶମ ପାସ୍ କରିଛନ୍ତି ଭଦ୍ରକ ଜିଲ୍ଲା ଚରମ୍ପାର କିଛି କିନ୍ନର ।