ମରୁଥିଲେ ଫ୍ୟାନ୍ସ, ଅଟକି ନଥିଲା RCB ସେଲିବ୍ରେସନ
୧୮ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ଟ୍ରଫି ଜିତିଲା ସତ। ହେଲେ ସେହି ଦଳର ହିଁ ଭିକ୍ଟୋରି ପରେଡ ଯୋଗୁଁ ଚାଲିଗଲା ୧୧ ଫ୍ୟାନଙ୍କ ଜୀବନ। ଆଉ ସବୁଠାରୁ ବଡ଼ କଥା ହେଉଛି ଷ୍ଟାଡିୟମ ବାହାରେ ମରୁଥିଲେ ନୀରିହ ଫ୍ୟାନ, ହେଲେ ଭିତରେ ଦଳ, ଖେଳାଳି କିମ୍ୱା ନେତା ମନ୍ତ୍ରୀମାନଙ୍କ ସେଲିବ୍ରେସନ ଅଟକିନଥିଲା ।