ମଲାଇକା ଅରୋରାଙ୍କ ପିତୃ ବିୟୋଗ ପରେ ଭାଇରାଲ୍ ହେଉଛି ବାପା-ଝିଅଙ୍କ ସ୍ୱତନ୍ତ୍ର ଫଟୋ
ବୁଧବାର ସକାଳେ ପ୍ରସିଦ୍ଧ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପରିବାର ଉପରେ ଦୁଃଖର ପାହାଡ ପଡିଛି ଯେତେବେଳେ ତାଙ୍କ ନାପା ଅନିଲ ଅରୋରା ବାନ୍ଦ୍ରାସ୍ଥିତ ତାଙ୍କ ଘରର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ପରେ, ବର୍ତ୍ତମାନ ମଲାଇକା ଏବଂ ତାଙ୍କ ବାପାଙ୍କ ୧୦ଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଉଭୟଙ୍କ ବଣ୍ଡିଂ ସ୍ପଷ୍ଟ ଦେଖାଯାଉଛି।