ମହଙ୍ଗା ହେବ ATMରୁ ଟଙ୍କା ଉଠାଣ

ବାରମ୍ବାର ATMରୁ ଟଙ୍କା ଉଠାଉଛନ୍ତି କି? ଏବେଠୁ ହୋଇଯାଆନ୍ତୁ ସଜାଗ। ନହେଲେ ମେ’ ପହିଲାରୁ ଏଥିପାଇଁ ଗଣିବାକୁ ପଡ଼ିପାରେ ଅଧିକ ଅର୍ଥ। କାରଣ ATM ଇଣ୍ଟରଚେଞ୍ଜ ଫି’ ବୃଦ୍ଧିକୁ ଅନୁମୋଦନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ।

ମହଙ୍ଗା ହେବ ATMରୁ ଟଙ୍କା ଉଠାଣ
Array