ମହାକାଳଙ୍କ ଦର୍ଶନ କଲେ ଗାୟକ ଅରିଜିତ୍ ସିଂ, ପତ୍ନୀଙ୍କ ସହ ଭସ୍ମ ଆଳତୀରେ ହେଲେ ସାମିଲ

ମୁମ୍ଵାଇ ୨୦।୦୪; ପ୍ରସିଦ୍ଧ ଗାୟକ ଅରିଜିତ ସିଂ । ଉଜ୍ଜୈନର ଶ୍ରୀ ମହାକଲେଶ୍ୱର ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଭସ୍ମ ଆଳତୀରେ ସାମିଲ ହୋଇଥିଲେ। ଏହି ସମୟରେ ତାଙ୍କ ସହିତ ତାଙ୍କ ପତ୍ନୀ କୋୟଲ ରାୟ ମଧ୍ୟ ନଜର ଆସିଥିଲେ। ଯେଉଁଠାରେ ଅରିଜିତ ବାବା ମହାକାଳଙ୍କ ଭକ୍ତିରେ ବୁଡ଼ି ରହିଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ତାଙ୍କ ପତ୍ନୀ କୋୟଲ ମଧ୍ୟ ବାବା ମହାକାଳଙ୍କ ପୂଜା କରିବା ସହ ତାଙ୍କ ଆଶୀର୍ବାଦ ନେଇଥିଲେ।ମହାକଲେଶ୍ୱର ମନ୍ଦିରର ପୁରୋହିତ ପଣ୍ଡିତ ଆକାଶ ଗୁରୁ କହିଛନ୍ତି ଯେ ପ୍ରସିଦ୍ଧ ଗାୟକ ଅରିଜିତ ସିଂ ବାବା ମହାକଲଙ୍କ ଦର୍ଶନ କରିବାକୁ ଉଜ୍ଜୈନ ଆସିଥିଲେ । ଅରିଜିତ ସିଂ ଓ ତାଙ୍କ ପତ୍ନୀ ରୂପା ଫାଟକରୁ ବାବା ମହାକାଳେଶ୍ଵରଙ୍କ ଜଳାଭିଷେକ ମଧ୍ୟ କରିଥିଲେ। ପରେ ଭଷ୍ମ ଆଳତୀରେ ସାମିଲ ହୋଇଥିଲେ । ମନ୍ଦିର ପରିସରରେ ତାଙ୍କ ପ୍ରଶଂସକମାନଙ୍କର ଏକ ବଡ଼ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା, ଯେଉଁମାନେ ସେମାନଙ୍କର ପ୍ରିୟ ଗାୟକଙ୍କ ଝଲକ ପାଇବା ପାଇଁ ଉତ୍ସାହିତ ଥିଲେ। ଯାହାର ଫଟୋ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ମହାକାଳଙ୍କ ଦର୍ଶନ କଲେ ଗାୟକ ଅରିଜିତ୍ ସିଂ, ପତ୍ନୀଙ୍କ ସହ ଭସ୍ମ ଆଳତୀରେ ହେଲେ ସାମିଲ

ମୁମ୍ଵାଇ ୨୦।୦୪; ପ୍ରସିଦ୍ଧ ଗାୟକ ଅରିଜିତ ସିଂ । ଉଜ୍ଜୈନର ଶ୍ରୀ ମହାକଲେଶ୍ୱର ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଭସ୍ମ ଆଳତୀରେ ସାମିଲ ହୋଇଥିଲେ। ଏହି ସମୟରେ ତାଙ୍କ ସହିତ ତାଙ୍କ ପତ୍ନୀ କୋୟଲ ରାୟ ମଧ୍ୟ ନଜର ଆସିଥିଲେ। ଯେଉଁଠାରେ ଅରିଜିତ ବାବା ମହାକାଳଙ୍କ ଭକ୍ତିରେ ବୁଡ଼ି ରହିଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ତାଙ୍କ ପତ୍ନୀ କୋୟଲ ମଧ୍ୟ ବାବା ମହାକାଳଙ୍କ ପୂଜା କରିବା ସହ ତାଙ୍କ ଆଶୀର୍ବାଦ ନେଇଥିଲେ।

ମହାକଲେଶ୍ୱର ମନ୍ଦିରର ପୁରୋହିତ ପଣ୍ଡିତ ଆକାଶ ଗୁରୁ କହିଛନ୍ତି ଯେ ପ୍ରସିଦ୍ଧ ଗାୟକ ଅରିଜିତ ସିଂ ବାବା ମହାକଲଙ୍କ ଦର୍ଶନ କରିବାକୁ ଉଜ୍ଜୈନ ଆସିଥିଲେ । ଅରିଜିତ ସିଂ ଓ ତାଙ୍କ ପତ୍ନୀ ରୂପା ଫାଟକରୁ ବାବା ମହାକାଳେଶ୍ଵରଙ୍କ ଜଳାଭିଷେକ ମଧ୍ୟ କରିଥିଲେ। ପରେ ଭଷ୍ମ ଆଳତୀରେ ସାମିଲ ହୋଇଥିଲେ । 

ମନ୍ଦିର ପରିସରରେ ତାଙ୍କ ପ୍ରଶଂସକମାନଙ୍କର ଏକ ବଡ଼ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା, ଯେଉଁମାନେ ସେମାନଙ୍କର ପ୍ରିୟ ଗାୟକଙ୍କ ଝଲକ ପାଇବା ପାଇଁ ଉତ୍ସାହିତ ଥିଲେ। ଯାହାର ଫଟୋ ଭିଡିଓ ଭାଇରାଲ ହେବାରେ ଲାଗିଛି ।