ମହାକାଶରେ ନୂଆ ଇତିହାସ ରଚିଲା ଭାରତ, ଡକିଂରେ ସଫଳତା ହାସଲ କଲା ଇସ୍ରୋର SpaDeX…
ନୂଆଦିଲ୍ଲୀ,୧୬।୧: ମହାକାଶରେ ନୂଆ କୀର୍ତ୍ତିମାନ ରଚିଛି ଭାରତ। ଇସ୍ରୋର ସ୍ପେଡେକ୍ସ ମିଶନ ଐତିହାସିକ ଡକିଂରେ ସଫଳତା ହାସଲ କରିଛି। ପ୍ରଥମ ଥର ଲାଗି ଇସ୍ରୋ ଦୁଇଟି ଉପଗ୍ରହକୁ ପୃଥିବୀର କକ୍ଷପଥରେ ସଫଳତାର ସହ ସ୍ଥାପନ କରିଛି। ଏଥିସହ ଭାରତ ଏହି ସଫଳତା ହାସଲ କରିବାରେ ଆମେରିକା, ରୁଷିଆ ଏବଂ ଚାଇନା ପରେ ଚତୁର୍ଥ ଦେଶ ହୋଇଛି। ଏହା ଭାରତ ପାଇଁ ବାସ୍ତବରେ ଏକ ଗର୍ବର ମୁହୂର୍ତ୍ତ। ଏହାର ପରୀକ୍ଷଣ ଜାନୁଆରୀ ୧୨ ତାରିଖରେ ସମାପ୍ତ ହୋଇଥିଲା। ଏହି […] The post ମହାକାଶରେ ନୂଆ ଇତିହାସ ରଚିଲା ଭାରତ, ଡକିଂରେ ସଫଳତା ହାସଲ କଲା ଇସ୍ରୋର SpaDeX… appeared first on Dharitri Odia News.
SpaDeX Docking Update:
Docking Success
Spacecraft docking successfully completed! A historic moment.
Let’s walk through the SpaDeX docking process:
Manoeuvre from 15m to 3m hold point completed. Docking initiated with precision, leading to successful spacecraft capture.…
— ISRO (@isro) January 16, 2025
The post ମହାକାଶରେ ନୂଆ ଇତିହାସ ରଚିଲା ଭାରତ, ଡକିଂରେ ସଫଳତା ହାସଲ କଲା ଇସ୍ରୋର SpaDeX… appeared first on Dharitri Odia News.
Docking Success