ମହାକାଶରେ ୧୦୦ତମ ମହିଳା
ଓ୍ବାଶିଂଟନ୍, ୨୭ା୧୧:ଏମ୍ଆଇଟି ଇଞ୍ଜିନିୟର ଏବଂ ଟିଭି ଉପସ୍ଥାପିକାରୁ ମହାକାଶ ଯାତ୍ରା କରିବାରେ ୧୦୦ତମ ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଏମିଲି କାଲାଣ୍ଡ୍ରେଲି। ଜେଫ୍ ବେଜୋସ୍ଙ୍କ ଏରୋସ୍ପେସ୍ କମ୍ପାୀ ବ୍ଲ୍ୟୁ ଅରିଜିନ୍ର ୬ ଜଣିଆ ମହକାଶ ପର୍ଯ୍ୟଟକଙ୍କ ମଧ୍ୟରେ ଏମିଲି ସ୍ଥାନ ପାଇଛନ୍ତି। ପିଲାଦିନୁ ମହାକାଶ ଏବଂ ବିଜ୍ଞାନ ପ୍ରତି ଆଗ୍ରହ ରଖିଥିବା ଏମିଲି ଓ୍ବେଷ୍ଟ ଭିର୍ଜିନିଆ ୟୁନିଭର୍ସିଟିରୁ ମେକାନିକାଲ ଏବଂ ଏରୋସ୍ପେସ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ପରେ ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍ଆଇଟି)ରେ ଏରୋନଟିକ୍ସ […] The post ମହାକାଶରେ ୧୦୦ତମ ମହିଳା appeared first on Dharitri Odia News.
ଓ୍ବାଶିଂଟନ୍, ୨୭ା୧୧:ଏମ୍ଆଇଟି ଇଞ୍ଜିନିୟର ଏବଂ ଟିଭି ଉପସ୍ଥାପିକାରୁ ମହାକାଶ ଯାତ୍ରା କରିବାରେ ୧୦୦ତମ ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଏମିଲି କାଲାଣ୍ଡ୍ରେଲି। ଜେଫ୍ ବେଜୋସ୍ଙ୍କ ଏରୋସ୍ପେସ୍ କମ୍ପାୀ ବ୍ଲ୍ୟୁ ଅରିଜିନ୍ର ୬ ଜଣିଆ ମହକାଶ ପର୍ଯ୍ୟଟକଙ୍କ ମଧ୍ୟରେ ଏମିଲି ସ୍ଥାନ ପାଇଛନ୍ତି। ପିଲାଦିନୁ ମହାକାଶ ଏବଂ ବିଜ୍ଞାନ ପ୍ରତି ଆଗ୍ରହ ରଖିଥିବା ଏମିଲି ଓ୍ବେଷ୍ଟ ଭିର୍ଜିନିଆ ୟୁନିଭର୍ସିଟିରୁ ମେକାନିକାଲ ଏବଂ ଏରୋସ୍ପେସ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ପରେ ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍ଆଇଟି)ରେ ଏରୋନଟିକ୍ସ ଏବଂ ଆଷ୍ଟ୍ରୋନଟିକ୍ସରେ ମାଷ୍ଟର ଡିଗ୍ରୀ କରିଛନ୍ତି।
The post ମହାକାଶରେ ୧୦୦ତମ ମହିଳା appeared first on Dharitri Odia News.