ମହାକୁମ୍ଭ ଦଳାଚକଟା ମାମଲା: ରଦ୍ଦ ହେଲା VVIP ପାସ୍, ଏହି ତାରିଖ ଯାଏଁ ରହିବ କଟକଣା
ପ୍ରୟାଗରାଜ: ମହାକୁମ୍ଭରେ ଯାନବାହନ ନିଷେଧ ଘୋଷଣା କଲେ ଯୋଗୀ ସରକାରା ମହାକୁମ୍ଭରେ ଭିଭିଆଇପି ପାସ୍ ଓ ଗାଡ଼ି ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଛିା ମୌନୀ ଅମାବାସ୍ୟା ଦିନ ହୋଇଥିବା ଦଳାଚକଟା ମାମଲାରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାରା ଏହି ରୁଟରେ କଟକଣା: ପ୍ରୟାଗରାଜକୁ ସଂଯୋଗ କରୁଥିବା ଜିଲ୍ଳା ସୀମାରୁ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁଗମ ଯାତ୍ରା ପାଇଁ ଗୋଟିଏ ରୁଟରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛିା ଆସନ୍ତା ଫେବୃଆରୀ ୪ ତାରିଖ ଯାଏଁ […]

ପ୍ରୟାଗରାଜ: ମହାକୁମ୍ଭରେ ଯାନବାହନ ନିଷେଧ ଘୋଷଣା କଲେ ଯୋଗୀ ସରକାରା ମହାକୁମ୍ଭରେ ଭିଭିଆଇପି ପାସ୍ ଓ ଗାଡ଼ି ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଛିା
ମୌନୀ ଅମାବାସ୍ୟା ଦିନ ହୋଇଥିବା ଦଳାଚକଟା ମାମଲାରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାରା
ଏହି ରୁଟରେ କଟକଣା: ପ୍ରୟାଗରାଜକୁ ସଂଯୋଗ କରୁଥିବା ଜିଲ୍ଳା ସୀମାରୁ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି ।
ଶ୍ରଦ୍ଧାଳୁଙ୍କ ସୁଗମ ଯାତ୍ରା ପାଇଁ ଗୋଟିଏ ରୁଟରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛିା
ଆସନ୍ତା ଫେବୃଆରୀ ୪ ତାରିଖ ଯାଏଁ ଚାରି ଚକିଆ ଗାଡ଼ି ପ୍ରବେଶ ଉପରେ କଟକଣା ରହିଛିା