ମହାକୁମ୍ଭରେ କିନ୍ନର ଆଖଡ଼ାର ‘ମହାମଣ୍ଡଳେଶ୍ବର’ ହେଲେ ମମତା କୁଲ୍କର୍ନି
ନୂଆଦିଲ୍ଲୀ: ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲ୍କର୍ନି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଉତ୍ସବରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ବର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ଆଜି ଏନେଇ ସୂଚନା ଦେଇ କହିଛନ୍ତି ଯେ କିନ୍ନର ଆଖଡ଼ାରେ ମମତା କୁଲ୍କର୍ନିଙ୍କୁ ବିଧିବଦ୍ଧ ଭବେ ପ୍ରବେଶ କରାଇବାପାଇଁ ପ୍ରକ୍ରିୟା ସଂପନ୍ନ ହୋଇଛି ହୋଇଛି। ଅଭିନେତ୍ରୀଙ୍କୁ ଯାମାଇ ମମତା ନନ୍ଦଗିରି ନାଁ ଦିଆଯାଇଛି। ସେ କହିଛନ୍ତି ମମତା କିନ୍ନର ଆଖଡ଼ା ସହ ଗତ ଦେଢ଼ […]

ନୂଆଦିଲ୍ଲୀ: ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲ୍କର୍ନି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଉତ୍ସବରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ବର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ଆଜି ଏନେଇ ସୂଚନା ଦେଇ କହିଛନ୍ତି ଯେ କିନ୍ନର ଆଖଡ଼ାରେ ମମତା କୁଲ୍କର୍ନିଙ୍କୁ ବିଧିବଦ୍ଧ ଭବେ ପ୍ରବେଶ କରାଇବାପାଇଁ ପ୍ରକ୍ରିୟା ସଂପନ୍ନ ହୋଇଛି ହୋଇଛି। ଅଭିନେତ୍ରୀଙ୍କୁ ଯାମାଇ ମମତା ନନ୍ଦଗିରି ନାଁ ଦିଆଯାଇଛି। ସେ କହିଛନ୍ତି ମମତା କିନ୍ନର ଆଖଡ଼ା ସହ ଗତ ଦେଢ଼ ବର୍ଷ ହେବ ଯୋଗାଯୋଗରେ ରହିଥିଲେ। ସେ ମଧ୍ୟ ସଙ୍ଗମ ଘାଟରେ ପିଣ୍ଡଦାନ କରିଛନ୍ତି।