ମହାଦୀପ ଧରି ଖସିପଡ଼ିଲେ ସେବାୟତ
ଲିଙ୍ଗରାଜ ମନ୍ଦିରରେ ମହାଦୀପ ଧରି ଚୂଡ଼ାକୁ ଚଢିବା ବେଳେ ଖସିପଡ଼ିଲେ ସେବାୟତ । ଆହତ ସେବାୟତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି । #Accident #MahaShivratri2025 #JagaraYatra ...