ମହାନଦୀ ଉପରେ ପୁଣି ଛତିଶଗଡ଼ର ଲୋଲୁପ ଦୃଷ୍ଟି ; ସାନକେଲୋ ନଦୀରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ଜୀବନ ରେଖା ମହାନଦୀ ଉପରେ ପୁଣି ଛତିଶଗଡର ଆଖି। ମହାନଦୀର ପ୍ରମୁଖ ଶାଖା ନଦୀ ସାନକେଲୋ... The post ମହାନଦୀ ଉପରେ ପୁଣି ଛତିଶଗଡ଼ର ଲୋଲୁପ ଦୃଷ୍ଟି ; ସାନକେଲୋ ନଦୀରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଆରମ୍ଭ appeared first on .

ମହାନଦୀ ଉପରେ ପୁଣି ଛତିଶଗଡ଼ର ଲୋଲୁପ ଦୃଷ୍ଟି ; ସାନକେଲୋ ନଦୀରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ଜୀବନ ରେଖା ମହାନଦୀ ଉପରେ ପୁଣି ଛତିଶଗଡର ଆଖି। ମହାନଦୀର ପ୍ରମୁଖ ଶାଖା ନଦୀ ସାନକେଲୋ ନଦୀରେ ଛତିଶଗଡ଼ ସରକାର ପୁଣି ଆରମ୍ଭ କରିଛନ୍ତି ବ୍ୟାରେଜ ନିର୍ମାଣ କାର୍ଯ୍ୟ  । ଏହି ବ୍ୟାରେଜ ନିର୍ମାଣ ହେଲେ ଅଣ ମୌସମୀ ସମୟରେ ସାନକେଲୋ ନଦୀରୁ ଟୋପାଏ ବି ପାଣି ଆଉ ମହାନଦୀକୁ ଆସିବ ନାହିଁ  । ଯାହା ଫଳରେ ହୀରାକୁଦ ଜଳ ଭଣ୍ଡାର ପ୍ରଭାବିତ ହେବା ସହ ପାଣି ମୁନ୍ଦାଏ ପାଇଁ ଛଟପଟ ହେବେ ଓଡିଶାବାସୀ ।

ମହାନଦୀ ଉପରମୁଣ୍ଡ କଲମା ଠାରେ ବ୍ୟାରେଜ ନିର୍ମାଣ କରି ପାଣି ଅଟକାଇ ଥିବା ଛତିଶଗଡ ସରକାର ଏବେ ଏହାର ଶାଖା ନଦୀର ପାଣି ଉପରେ ନଜର ପକାଇଛନ୍ତି ହେଲେ ଏଭଳି ସମୟରେ ଆମ ରାଜ୍ୟ ସରକାର କାହିଁକି ଚୁପ୍ ବୋଲି ରାଜ୍ୟବାସୀ ପ୍ରଶ୍ନ କଲେଣି।

The post ମହାନଦୀ ଉପରେ ପୁଣି ଛତିଶଗଡ଼ର ଲୋଲୁପ ଦୃଷ୍ଟି ; ସାନକେଲୋ ନଦୀରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଆରମ୍ଭ appeared first on .