ମହାନଦୀ ଚାଉଁରପୁର ସେତୁରୁ ଡେଇଁ ଯୁବକ ନିଖୋଜ, ଖୋଜୁଛି ଅଗ୍ନିଶମ ବାହିନୀ

ସମ୍ବଲପୁର ୨୯।୭: ସମ୍ବଲପୁର ଚାଉଁରପୁର ଦ୍ବିତୀୟ ସେତୁରୁ ଡେଇଁ ଯୁବକ ନିଖୋଜ । ମହାନଦୀର ଦ୍ବିତୀୟ ସେତୁରୁ ଡେଇଁ ଯୁବକ ଜଣଙ୍କ ନିଖୋଜ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି ।ବର୍ତ୍ତମାନ ହୀରାକୁଦର ୧୮ଟି ଗେଟ୍ ଖୋଲାଥିବା ବେଳେ ପାଣିର ପ୍ରଖର ସ୍ରୋତ ରହିଛି । ଫଳରେ ସେ ତଳକୁ ଭାସିଯାଇଥିବା ଅନୁମାନ କରାଯାଉଛି । You Can Read:ଶିକ୍ଷକ ବଦଳି ବନ୍ଦ ପ୍ରତିବାଦରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ, ସ୍କୁଲରେ ଛାତ୍ରଛାତ୍ରୀଙ୍କ ଧାରଣା

ମହାନଦୀ ଚାଉଁରପୁର ସେତୁରୁ ଡେଇଁ ଯୁବକ ନିଖୋଜ, ଖୋଜୁଛି ଅଗ୍ନିଶମ ବାହିନୀ

ସମ୍ବଲପୁର ୨୯।୭: ସମ୍ବଲପୁର ଚାଉଁରପୁର ଦ୍ବିତୀୟ ସେତୁରୁ ଡେଇଁ ଯୁବକ ନିଖୋଜ । ମହାନଦୀର ଦ୍ବିତୀୟ ସେତୁରୁ ଡେଇଁ ଯୁବକ ଜଣଙ୍କ ନିଖୋଜ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି ।

ବର୍ତ୍ତମାନ ହୀରାକୁଦର ୧୮ଟି ଗେଟ୍ ଖୋଲାଥିବା ବେଳେ ପାଣିର ପ୍ରଖର ସ୍ରୋତ ରହିଛି । ଫଳରେ ସେ ତଳକୁ ଭାସିଯାଇଥିବା ଅନୁମାନ କରାଯାଉଛି । 

You Can Read:

ଶିକ୍ଷକ ବଦଳି ବନ୍ଦ ପ୍ରତିବାଦରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ, ସ୍କୁଲରେ ଛାତ୍ରଛାତ୍ରୀଙ୍କ ଧାରଣା